Latest Odisha News
Browsing Tag

NH 55

ନୀତିନଙ୍କୁ ନବୀନଙ୍କ ଚିଠି, ୫୫ ନମ୍ବର ଜାତୀୟ ରାଜପଥ କାମରେ ବିଳମ୍ବ ନେଇ ଝାଡ଼ିଲେ ଅସନ୍ତୋଷ

ଭୁବନେଶ୍ବର : କଟକ-ଅନୁଗୁଳ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ଉନ୍ନତିକରଣରେ ଅହେତୁକ ବିଳମ୍ବନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଚିଠି ଲେଖିଛନ୍ତି । ଶୀଘ୍ର…

[ଦେଖନ୍ତୁ ଭିଡିଓ] NH ନା ଗହୀର ? ମରଣଯନ୍ତା ପାଲଟିଛି ଜାତୀୟ ରାଜପଥ

ଅନୁଗୁଳ: ଆଣ୍ଠୁଏ କାଦୁଅରେ ଯୁବକ ଧରୁଛନ୍ତି ମାଛ । ହେଲେ ଏ କେଉଁ ବିଲ ଗହୀରର ଦୃଶ୍ୟ ନୁହେଁ । ଏ ଚିତ୍ର ହେଉଛି ୫୫ ନମ୍ବର ଜାତୀୟ ରାଜପଥର । ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ରାସ୍ତା ଏଭଳି ଶୋଚନୀୟ ହୋଇ ପଡ଼ି ରହିଛି । ଯିଏ ଥରେ ଏହି ବାଟ ଦେଇ ଯାଉଛି, କହୁଛି ଏହା…

NH-୫୫ର ଶୋଚନୀୟ ସ୍ଥିତି, ପ୍ରତିବାଦରେ ବଅଁରପାଳରେ ୪ ଘଣ୍ଟିଆ ରାସ୍ତାରୋକ

ଅନୁଗୋଳ: କଟକରୁ ଅନୁଗୋଳ ଓ ଢେଙ୍କାନାଳ ଦେଇ ସମ୍ୱଲପୁର ଯାଇଥିବା ୫୫ ଜାତୀୟ ରାଜପଥର ଅବସ୍ଥା ଶୋଚନୀୟ । ଅନୁଗୋଳ ଓ ଢେଙ୍କାନାଳ ମଧ୍ୟରେ ଥିବା ରାସ୍ତାର ଅବସ୍ଥା ଦୁର୍ବିସହ ହୋଇଛି । ଚାରିଆଡ଼େ ଖାଲଖମା । ଭାରି ଯାନ କଥା ଛାଡନ୍ତୁ ବାଇକ୍ ବି ଚଲାଇ ଯିବା ମୁସ୍କିଲ ହୋଇଛି । ରାଜପଥର ଶୋଚନୀୟ…