ଡଙ୍ଗରିଆକନ୍ଧଙ୍କ ପାଇଁ ଆବାସ ଯୋଜନା ପାଲଟିଛି ସାତ ସପନ
ରାୟଗଡ଼ା : ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ଡଙ୍ଗରିଆକନ୍ଧ । ସରକାର ମାଳମାଳ ଯୋଜନା କରିଥିଲେ ମଧ୍ୟ ସେଥିରୁ ବଞ୍ଚିତ ହେଉଛନ୍ତି ଆଦିମ ଅଧିବାସୀ । ଆବାସ ଯୋଜନା ପାଲଟିଛି ତାଙ୍କ ପାଇଁ ସାତ ସପନ । ଆାମେ କହୁଛୁ ନିୟମଗିରିରେ ବସବାସ କରୁଥିବା ଆଦିମ ଜନଜାତି ଡଙ୍ଗରିଆକନ୍ଧଙ୍କ କଥା । ନା ରହିବାକୁ…