Latest Odisha News

BREAKING NEWS

Browsing Tag

North India

ଉତ୍ତର ଭାରତରେ ଶୀତ ଲହରୀ ଜାରି, ଏହି ସବୁ ରାଜ୍ୟରେ ବର୍ଷା ଆଶଙ୍କା

ନୂଆଦିଲ୍ଲୀ: କେନ୍ଦ୍ରୀୟ ରାଜଧାନୀ ନୂଆଦିଲ୍ଲୀ ସମେତ ପୂରା ଉତ୍ତର ଭାରତରେ ଶୀତ ଲହରୀ ଜାରି ରହିଛି। ଫଳରେ ସାଧାରଣ ଜନଜୀବନ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଘନ କୁହୁଡ଼ି ଦେଖିବାକୁ ମିଳିଛି। କେବଳ ସାଧାରଣ ଜନଜୀବନ ନୁହେଁ, ବରଂ ବିମାନ, ରେଳ ଚଳାଚଳ ମଧ୍ୟ…

ହାଡ଼ ଭଙ୍ଗା ଜାଡ଼ ମଧ୍ୟରେ ବର୍ଷା ଆର୍ଲଟ, ସତର୍କ ସୂଚନା ଜାରି କଲା IMD

ନୂଆଦିଲ୍ଲୀ: ଉତ୍ତର ଭାରତ ସମେତ ତମାମ ଦେଶରେ ଶୀତ ଲହରୀ ଜାରି ରହିଛି। ଏହା ଫଳରେ ସାଧାରଣ ଜନଜୀବନ ଗୁରୁତର ଭାବେ ପ୍ରଭାବିତ ହୋଇଛନ୍ତି। ପ୍ରବଳ ଜାଡ଼ କାରଣରୁ ଲୋକମାନେ ଅତି ଆବଶ୍ୟକ ନଥିଲେ ଘରୁ ବାହାରୁନାହାନ୍ତି। ଏଭଳି ସ୍ଥଳେ ଭାରତୀୟ ପାଣିପାଗ ବିଭାଗ ଜାରି କରିଥିବା ସଦ୍ୟ ଆର୍ଲଟ…

ଉତ୍ତର ଭାରତରେ ଜଳ ପ୍ରଳୟ, ଭାସୁଛି ଦିଲ୍ଲୀରୁ କାଶ୍ମୀର

ନୂଆଦିଲ୍ଲୀ : ଉତ୍ତର ଭାରତରେ ତାଣ୍ଡବ ରଚୁଛି ଜଳ ପ୍ରଳୟ । ଦିଲ୍ଲୀ ରୁ କାଶ୍ମୀର ସବୁଠି ଜଳ ହିଁ ଜଳ । ସତେ ଯେମିତି ପାଣିରେ ବୁଡ଼ି ରହିଛି ଉତ୍ତର ଭାରତର ଅନେକ ସ୍ଥାନ । କିଛି ଦିନ ହେଲା ଲାଗି ରହିଥିବା ଲଗାଣ ବର୍ଷାରେ ଦିଲ୍ଲୀରୁ କଶ୍ମୀର ଯାଏଁ ବିଭିନ୍ନ ରାଜ୍ୟରେ ସୃଷ୍ଟି ହୋଇଛି ଜଳ ପ୍ରଳୟ।…

ଉତ୍ତର ଭାରତରେ କାଲୁଆ କରୁଛି ଶୀତ ଲହରୀ

ନୂଆଦିଲ୍ଲୀ: ଉତ୍ତର ଭାରତରେ ଶୀତ ଲହରୀ । ଦିଲ୍ଲୀ ଏନସିଆର୍ ସହିତ ଉତ୍ତର ଭାରତର ତିନୋଟି ରାଜ୍ୟରେ ଶୀତ ଥରାଉଛି । ଦିଲ୍ଲୀରେ ପ୍ରବଳ କୁହୁଡ଼ି ଯୋଗୁଁ ରାସ୍ତାଘାଟରେ ଗାଡି ମନ୍ଥର ଗତିରେ ଯାଉଛି । ସକାଳୁ କୁହୁଡି ପାଇଁ ଭିଜିବିଲିଟି ୧୦୦ ମିଟର ରହୁଛି । ଆଇଏମଡି ସୂଚନା ଅନୁସାରେ ପାରଦ ୪…