Latest Odisha News
Browsing Tag

Nota

ପଦ୍ମପୁର ପରାଜୟକୁ ନେଇ କଂଗ୍ରେସ ଶୀର୍ଷ ନେତୃତ୍ୱଙ୍କୁ ମୋକିମଙ୍କ ସମାଲୋଚନା

ଭୁବନେଶ୍ୱର: ଧାମନଗର ଭଳି ପଦ୍ମପୁରରେ କଂଗ୍ରେସ ଅମାନତ ହରାଇଲା । ଯାହାକୁ ନେଇ କଟକ-ଚୌଦ୍ୱାର କଂଗ୍ରେସ ବିଧାୟକ ଦଳୀୟ ଶୀର୍ଷ ନେତାଙ୍କୁ ସମାଲୋଚନା କରିଛନ୍ତି । ପଦ୍ମପୁର ଉପନିର୍ବାଚନରେ ଦଳର ଶୋଚନୀୟ ଫଳାଫଳକୁ ନେଇ ମୋକିମ୍ କହିଛନ୍ତି, ଆଗକୁ କଂଗ୍ରେସ ନୋଟା ସହ ଲଢ଼ିବ । ପଦ୍ମପୁର…

ପୌର ନିର୍ବାଚନରେ ଭୋଟରଙ୍କ ପାଇଁ ରହିବ NOTA

ଭୁବନେଶ୍ବର : ପଞ୍ଚାୟତ ପରେ ଏବେ ପୌର ନିର୍ବାଚନ ପାଇଁ ତତ୍ପର ହୋଇଛନ୍ତି ରାଜ୍ୟ ସରକାର । ଏଥିପାଇଁ ସବୁ ପ୍ରକ୍ରିୟା ଜାରି ରହିଛି । ପୌର ନିର୍ବାଚନକୁ କିଭଳି ଶୃଙ୍ଖଳାର ସହ ସମ୍ପାଦନ କରାଯିବ, ସେନେଇ ସର୍ବଦଳୀୟ ବୈଠକ ବି ଅନୁଷ୍ଠିତ ହୋଇଛି । ଆଉ ଏବେ ପୌର ନିର୍ବାଚନ ଆଉ ଏକ ନିଷ୍ପତ୍ତି…