ପୁରୀ ଶ୍ରୀମନ୍ଦିର ଗସ୍ତରେ ସୁପ୍ରିମକୋର୍ଟ ବିଚାରପତି
ପୁରୀ: ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ଏନଭି ରମଣା ଶନିବାର ଦିନ ପୁରୀ ଗସ୍ତରେ ଆସି ଶ୍ରୀ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ।
ଜଷ୍ଟିସ୍ ରମଣା ଓ ତାଙ୍କ ପତ୍ନୀ ଆଜି ସକାଳେ ପୁରୀ ଗସ୍ତରେ ଆସି ଶ୍ରୀ ମନ୍ଦିରରେ ମହାପଭୁଙ୍କ ଦର୍ଶନ କରିବା ସହ ପ୍ରାର୍ଥନା ମଧ୍ୟ…