Latest Odisha News

BREAKING NEWS

Browsing Tag

OAS

ନିର୍ବାଚନ ପୂର୍ବରୁ ଓଏଏସ୍ ସ୍ତରରେ ବଦଳି କଲେ ସରକାର 

ଭୁବନେଶ୍ୱର:ଓଡ଼ିଶାରେ ଦେଖିବାକୁ ମିଳୁଛି ବଦଳିର ରୂପ। ରାଜ୍ୟସରକାର କରୁଛନ୍ତି ବିଭିନ୍ନ ପରିବର୍ତ୍ତନ। ସାଧାରଣ ନିର୍ବାଚନ ପାଇଁ ହାତରେ ଦିନ କେଇଟା ରହିଥିବା ବେଳେ ଏହାର ଠିକ୍ ପୂର୍ବରୁ ୨୫ଜଣ ଓଏଏସ୍ ଅଫିସରଙ୍କ ବଦଳି ହୋଇଛି। ଏହି ସମସ୍ତ ଅଫିସରଙ୍କୁ ବିଭିନ୍ନ ସ୍ଥାନରେ ବିଡିଓ ଓ ତହସିଲଦାର…

ଅଭାବ ଅନଟନ ଭିତରେ ଦିନ ମଜୁରିଆଙ୍କ ପୁଅ ହେଲେ ଓଏଏସ

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ପାଟରପଦା ପଞ୍ଚାୟତ ଅନ୍ତର୍ଗତ କଟାବାହଳ ଗାଁରୁ ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ଜଣେ ଦିନ ମଜୁରିଆଙ୍କ ପୁଅ । ବାପା ରବୀନ୍ଦ୍ର ସେଠି ଓ ମାଆ ବାସନ୍ତୀ ସେଠିଙ୍କ ସାନ ପୁଅ ହେଉଛନ୍ତି ମୁନା ସେଠି । ବାପା ଦିନ ମଜୁରିଆ ଭାବେ…

ଗଞ୍ଜାମରେ ଓଏଏସ ସ୍ତରରେ ଅଦଳବଦଳ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ) ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ବିଡିଏ ସଚିବ ସମ୍ବିତ ରାଉତଙ୍କ ଗତ ଡିସେମ୍ବର ୬ ତାରିଖରେ ବ୍ରହ୍ମପୁର ମହାନଗର ନିଗମର ଅତିରିକ୍ତ କମିଶନର ଭାବେ ବଦଳି ହୋଇଥିଲା। ଏହି ବଦଳି ନିର୍ଦ୍ଦେଶକୁ ରାଜ୍ୟ ସରକାର ବୁଧବାର…

ଓଏଏସ୍‌ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟ ସରକାର ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ସ୍ତରରେ ଅଦଳବଦଳ କରିଛନ୍ତି । ସୂଚନା ଅନୁସାରେ, ଆନନ୍ଦପୁର ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ସାହୁଙ୍କୁ ବାଲେଶ୍ୱର ଡିଆରଡିଏ ପିଡି ପଦବୀକୁ ବଦଳି କରାଯାଇଛି। ବାଲେଶ୍ୱର ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ରାମଚନ୍ଦ୍ର ଜେନାଙ୍କୁ…

କରୋନା ମୁକାବିଲା: ଗଂଜାମ ଗଲେ ୬ ଓଏଏସ୍‌

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ୬ ଓଏଏସ୍‌ଙ୍କୁ ଦାୟିତ୍ୱ ଦିଆଯାଇଛି । ୬ ଓଏସ ହେଲେ ସୁଧାକର ନାୟକ, ପଦ୍ମନାଭ ବେହେରା, ଲୋକନାଥ ଦଳବେହେରା, ଶକ୍ତିକାନ୍ତ ରାୟ, ଚିତ୍ତରଞ୍ଜନ ମହାନ୍ତ ଓ ସୁରେନ୍ଦ୍ର କୁମାର ସାମଲ । ଦୁଇ ଆଇଏଏସଙ୍କ ସମତେ ଏହି ୬ଜଣ ଓଏଏସ୍ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି…