ଓକାକ ସିଇଓଙ୍କୁ ସାଇବର ଠକେଇ ମାମଲା: ଅନେକ ଗ୍ୟାଙ୍ଗଙ୍କ ସାମିଲକୁ ନେଇ ଆସିଲା ତଥ୍ୟ
ଭୁବନେଶ୍ୱର: ଓକାକ୍ ସିଇଓଙ୍କୁ ସାଇବର ଠକେଇ ମାମଲାରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଲେ କ୍ରାଇମବ୍ରାଞ୍ଚ ଏଡ଼ିଜି ସଞ୍ଜୀବ ପଣ୍ଡା । ପାସ୍କେଲ ମୁଖ୍ୟ ଅଭିଯୁକ୍ତ ନୁହେଁ, ଆହୁରି ଅନେକ ଗ୍ୟାଙ୍ଗ ଏଥିରେ ସାମିଲ ଅଛନ୍ତି ।
ଓକାକ ସିଇଓଙ୍କ ହ୍ୱାଟସଆପ୍ ହ୍ୟାକ୍ ମାମଲାରେ ୨ଜଣଙ୍କ ଅଭିଯୁକ୍ତଙ୍କୁ…