Latest Odisha News
Browsing Tag

Odia News

ଡିଜିଟାଲ ଲୋନ୍ ଆପଣଙ୍କୁ ଅସୁବିଧାରେ ପକାଇପାରେ, ରୁହନ୍ତୁ ସାବଧାନ

ନୂଆଦିଲ୍ଲୀ: ଧରି ନିଅନ୍ତୁ ଆପଣଙ୍କୁ ଟଙ୍କାର ଆବଶ୍ୟକତା ରହିଛି । ସେତେବେଳେ ବ୍ୟାଙ୍କ ଶାଖାଗୁଡ଼ିକରୁ ବ୍ୟକ୍ତିଗତ ଲୋନ ପାଇବାକୁ ସପ୍ତାହେ ଲାଗିପାରେ | ଏପରି ପରିସ୍ଥିତିରେ, ଆପଣଙ୍କର କାର୍ଯ୍ୟ ମଧ୍ୟ ଖରାପ ହୋଇପାରେ | ତା’ପରେ ଆପଣ କଣ କରିବେ? ଏହି ସମଯରେ ଆପଣଙ୍କ ଧ୍ୟାନ ଏକ ଡିଜିଟାଲ…

କଂସ ବଧ ପରେ ଉଦଯାପିତ ହେଲା ଧନୁଯାତ୍ରା

ଭୁବନେଶ୍ୱର: କଂସ ବଧ ସହିତ ଶେଷ ହୋଇଛି ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା। ଧନୁଯାତ୍ରାରେ ଗତକାଲି ସନ୍ଧ୍ୟା ଥିଲା ଶେଷ ସନ୍ଧ୍ୟା। ମଞ୍ଚାରୁ ପଡି ମହାପ୍ରତାପୀ କଂସର ମୃତ୍ୟୁ ହୋଇଛି। ଅନ୍ୟାୟ ଉପରେ ନ୍ୟାୟର ବିଜୟ ହୋଇଛି। କ୍ରୁର କଂସର ଶାସନରୁ ମଥୁରାକୁ ମୁକ୍ତି ମିଳିଛି। କଂସ ବଦ୍ଧ ପରେ ମଥୁରା…

ଦୁର୍ନିତୀ ଅଭିଯୋଗରେ ସେଲରୁ ୨୮ ଅଧିକାରୀ ନିଲମ୍ବିତ

ଭୁବନେଶ୍ୱର: କେନ୍ଦ୍ର ଲୋକପାଳଙ୍କ ନିର୍ଦ୍ଦେଶ କ୍ରମେ ସେଲର ୨ ବରିଷ୍ଠ ଅଧିକାରୀଙ୍କ ସମେତ ୨୮ ଅଧିକାରୀଙ୍କୁ କେନ୍ଦ୍ର ଇସ୍ପାତ ମନ୍ତ୍ରଣାଳୟ ଶୁକ୍ରବାର ଚାକିରିରୁ ନିଲମ୍ବିତ କରିଛି। ଭାରତ ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟର ୨୦୨୪ ଜାନୁଆରୀ ୧୯ ତାରିଖ ଚିଠି ଆଧାରରେ ସେଲର ବରିଷ୍ଠ ଅଧିକାରୀ…

ଆଜିଠୁ ପୁରୀକୁ ଗଡିବ ଜଗନ୍ନାଥ ଏକ୍ସପ୍ରେସ

ଭୁବନେଶ୍ୱର: ଲକ୍ଷ୍ମୀ ଯୋଜନାର ତୃତୀୟ ପର୍ଯ୍ୟାୟରେ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଜଗନ୍ନାଥ ଏକ୍ସପ୍ରେସ ସେବା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସେବାକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ। ୩୦ଟି ଯାକ ଜିଲ୍ଲାରୁ ପୁରୀ କୁ ସିଧାସଳଖ ଗଡ଼ିବ ଏସି ଡିଲକ୍ସ ଆରାମଦାୟକ ବସ। ତେବେ ପ୍ରଥମ…

ସକାଳର ଟପ୍ ନିଉଜ

ସକାଳର ଟପ୍ ନିଉଜ 25.06.2022 https://www.youtube.com/watch?v=LIRoQ51t33M (1) ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନାମାଙ୍କନ ପତ୍ର ଦାଖଲ ବେଳେ ପ୍ରଥମ ପ୍ରସ୍ତାବକ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ଥିଲେ । ଅନ୍ୟ…