କବିତା : ରକ୍ତସ୍ନାନ
ରମାକାନ୍ତ ନାୟକ
ତମେ ମୋ ଦେହରୁ ହାତ ଖସାଉଚ
ଧୀରେ ଧୀରେ ମୋ ଆଖି ବନ୍ଦ କରି
ଉଷୁମ ଦେହଟା ଶୀତଳ ହୋଇ ନିରବି ଯିବା ପରେ
ଧଳାଲୁଗା ଭିତରୁ ସମର୍ପଣ କଲି
ମୋ ନିଜକୁ
ଅରଣା ମଇଁଷି ସହ
ବଳ କଷା କଷି କରି ।
କଠିନ ହୋଇସାରିଥିଲା ମୋ ତଳିପା
ପାପୁଲି, ଆଖି ଆଉ ଚିବୁକ
ହଜିଯାଇଥିଲା ମୋ…