Latest Odisha News

BREAKING NEWS

Browsing Tag

Odia Poet

କବି କୈଳାସ ପାତ୍ରଙ୍କୁ ସାହିତ୍ୟ ଚର୍ଚ୍ଚା ସମ୍ମାନ

ଯାଜପୁର:ବ୍ୟାସନଗର କବି କୈଳାସ ପାତ୍ର ନିଜ ଗୁଜୁରାଣ ମେଣ୍ଟାଇବା ପାଇଁ ରିକ୍ସା ଚଳାଇବା ହେଉଛି ତା’ଙ୍କର ପେଶା। ହେଲେ ନିଶା ହେଉଛି କବିତା ଲେଖିବା। ସେ ବର୍ତ୍ତମାନ ସୁଦ୍ଧା ଏହିଭଳି ପାଂଚହଜାରରୁ ଉର୍ଦ୍ଧ୍ବ ଉଚ୍ଚକୋଟୀର କବିତା ଲେଖିସାରିଲେଣି। ବ୍ୟାସନଗର ଅଂଚଳର ଏହି ରିକ୍ସା ଚାଳକ କବି କୈଳାସ…

ଇଟାଲିୟାନ ସାହିତ୍ୟରେ ଓଡ଼ିଆ କବିଙ୍କ କବିତା

ଭବାନୀପାଟଣା : କବି ଭବାନୀଶଙ୍କର ନିଆଲ ଲେଖିଥିବା ଦୁଇଟି କବିତା ଇଟାଲିୟାନ ଭାଷାରେ ଅନୁଦିତ ହେବା ପରେ ସେ ଇଟାଲୀର ସାହିତ୍ୟ ଜଗତରେ ଆଲୋଡନ ସୃଷ୍ଟି କରିଛନ୍ତି । ଏ ସଂପର୍କରେ ଖବର ମିଳିବା ପରେ ରାଜ୍ୟର ସାହିତ୍ୟିକ ଓ ଶ୍ରୀ ନିଆଲଙ୍କ ଶୁଭେଚ୍ଛୁ ମହଲରେ ଖୁସିର ଲହରୀ ଖେଳିଯାଇଛି । କରୋନା ଜନିତ…

ନିତ୍ୟାନନ୍ଦ ନାୟକଙ୍କୁ ମିଳିଲା ଶାରଳା ପୁରସ୍କାର

ଭୁବନେଶ୍ୱର: ବିଶିଷ୍ଟ ଓଡ଼ିଆ କବି ନିତ୍ୟାନନ୍ଦ ନାୟକଙ୍କୁ ମିଳିଲା ଶାରଳା ପୁରସ୍କାର । କବିତା ‘ସେତେ ବେଳକୁ ନଥିବି’ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ନିତ୍ୟାନନ୍ଦଙ୍କୁ ପୁରସ୍କାର ସ୍ୱରୁପ ୫ ଲକ୍ଷ ଟଙ୍କା, ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇଛି । କୋଭିଡ କଟକଣା ଭିତରେ…

ଲୋକାର୍ପିତ ହେଲା ଓଡ଼ିଆ ବିଭବରେ ସଚ୍ଚି ରାଉତରାୟଙ୍କ କାଳଜୟୀ କୃତି

ଭୁବନେଶ୍ୱର: ଅତ୍ୟାଧୁନିକତାର ପ୍ରବର୍ତ୍ତକ ଓ ପ୍ରଗତିବାଦୀ କାବ୍ୟର ପ୍ରତିଷ୍ଠାତା ଭାବେ ପରିଚିତ ବିଶିଷ୍ଟ ସାରସ୍ୱତ ସାଧକ କବି ସଚ୍ଚି ରାଉତରାୟ। କେବଳ କବିତା ନୁହେଁ କ୍ଷୁଦ୍ରଗଳ୍ପ, ସମାଲୋଚନା, ଉପନ୍ୟାସ ଓ ଗବେଷଣାମୂଳକ ଲେଖା ଲେଖିବାରେ ସେ ଥିଲେ ସିଦ୍ଧହସ୍ତ। ବହୁ ପ୍ରସିଦ୍ଧ ପୁସ୍ତକର ସେ…