Latest Odisha News

BREAKING NEWS

Browsing Tag

Odia Story

ଗଳ୍ପ:ସ୍ରୋତସ୍ୱିନୀ

ଲଳିତ ମୋହନ ମିଶ୍ର ନିଜ ଶୋଇବା ଘରର କାନ୍ଥ ଆଡ଼କୁ ଚାହିଁଲା ସରସୀ । ତାର ପୁଅ ସମ୍ଭବର ଫଟୋଟି ଫ୍ରେମ୍ ରେ ବନ୍ଧା ହୋଇ ଝୁଲୁଥିଲା ଗୋଟିଏ କୋଣରେ। ସଦାନନ୍ଦ ସାଙ୍ଗରେ ବିଭାଘର ପରେ ଦୁହେଁ ପୁରୀ ଯାଇଥିଲେ ଜଗନ୍ନାଥଙ୍କ ଦର୍ଶନ ପାଇଁ । ସମୁଦ୍ର କୂଳରେ ବୁଲୁଥିବା ବେଳେ…

ଗଳ୍ପ:ପ୍ରାସାଦର ଚିତ୍କାର

    ସନ୍ତୋଷ କୁମାର ରଣା କିଛି ବର୍ଷ ତଳର କଥା  ମୁଁ କଳିଙ୍ଗ ପ୍ରଦେଶର ଉତ୍ତର ପାର୍ଶ୍ୱରେ ଥିବା ବଉଳା ପର୍ବତକୁ ବୁଲି ଯାଇଥିଲି । ପୂର୍ବଘାଟ ପର୍ବତମାଳାର ଅଂଶବିଶେଷ ଏହି ପର୍ବତରେ ଅଛି ଖୁବ୍ ସୁନ୍ଦର ଶୈଳନିବାସଟିଏ । ନାଆଁ ତାର କଳିଙ୍ଗ ଦୁଆର । କୁହାଯାଏ ମଧୁକୈଠପ ରାକ୍ଷସ ଏଇ…

ଗଳ୍ପ: ବିଶ୍ୱାସର ଯାଦୁ

                                          ଶ୍ରୁତକୀର୍ତ୍ତି ତ୍ରିପାଠୀ ସବୁଆଡେ ବଡଦିନର ଗହଳ ଚହଳ l ଘରେ ଘରେ ସଜାସଜି, ସୁସ୍ୱାଦୁ ଖାଇବା ଓ ଉତ୍ସବର ମାହୋଲ l ଯୀଶୁଙ୍କ ଆଗମନ ଅପେକ୍ଷାରେ ସମସ୍ତେ l ଚର୍ଚ୍ଚ ସବୁ ସୁନ୍ଦର ଆଲୋକମାଳାରେ ସୁସଜ୍ଜିତ l ସହରବାସୀ ରାତି ଉଜାଗର ରହି…

ଗପ: ବାଜେ ଲୋକଟା

ଶ୍ୱେତପଦ୍ମା ପାଢ଼ୀ                                                                                    ମଙ୍ଗୁ ଖୁବ୍ କାମିକା ରାଜ ମିସ୍ତ୍ରୀ । ଅନ୍ୟ ମିସ୍ତ୍ରୀ ଯୋଉ କାମକୁ ତିନି ଚାରି ଦିନରେ କରିବେ ମଙ୍ଗୁ ତାକୁ ଗୋଟେ ଦିନରେ ସାରିବ । ସକାଳ ଆଠ କି ନ ଟା ସୁଦ୍ଧା…

ଗପ: ଅନ୍ଧାରର ଲୁହ

ଦୀପିକା ଦାଶ ହଠାତ ରାତ୍ରିଅଧରେ ନିଜ ଘରର ଡ୍ରଇଂରୁମରୁ କୋଳାହଳ ଭାସି ଆସୁଥିବାର ଶୁଣି ଜଷ୍ଟିସ ଚୌଧୁରୀଙ୍କ ନିଦ ଭାଙ୍ଗିଗଲା । ଆଖିକୁ ମନ୍ଥି ମନ୍ଥି ସିଏ ଡ୍ର' ରେ ଥିବା ଚଷମାଟିକୁ ପିନ୍ଧି, ଖଟ ତଳେ ଥିବା ସ୍ଲିପରକୁ ଗୋଡ଼ରେ ଗଳାଇ ସେ ବାହାରିଗଲେ ଡ୍ରଇଂ ରୁମ ଆଡ଼କୁ । ତାଙ୍କୁ ଯିବା…

ଗପ : ସାଥୀ ଏକ ଭିନ୍ନ ପ୍ରକାରର

ଦେବାଶିଷ ଆଚାର୍ଯ୍ୟ                                                      ବିଜୟ ବାବୁ । ଅବସର ପ୍ରାପ୍ତ  ଜଣେ ପ୍ରଥମ ଶ୍ରେଣୀ କର୍ମଚାରୀ । ଗତ ବର୍ଷ ଏକ ଦୁର୍ଘଟଣାରେ ପତ୍ନୀ ସ୍ନିଗ୍ଧାଙ୍କ ବିୟୋଗ । ଏକମାତ୍ର କନ୍ୟା ସାଲିନା , ୪/୫ ବର୍ଷ ପୂର୍ବେ ହୋଇ ଯାଇଛି ବାହାଘର । ନିଜ…