Latest Odisha News

BREAKING NEWS

Browsing Tag

Odisha Cabinet Decision

ଡଙ୍ଗରିଆ କନ୍ଧ ଆଦିବାସୀ ନା ଏସ୍ଇବିସି ? ସିଏମଓର ଟ୍ୱିଟକୁ ନେଇ ଉଠିଲା ପ୍ରଶ୍ନ

ଭୁବନେଶ୍ୱର: ଓଡ଼ିଶାରେ ବସବାସ କରୁଥିବା ୬୨ ପ୍ରକାର ଜନଜାତିଙ୍କ ମଧ୍ୟରୁ ଡଙ୍ଗରିଆ କନ୍ଧ ଅନ୍ୟତମ । ଏମାନେ କୁଇ ଭାଷା କହିବା ସହ ସେମାନଙ୍କ ପୋଷାକ ଓ ଚାଲି ଚଳଣି ଅନ୍ୟମାନଙ୍କ ଠାରୁ ଭିନ୍ନ । ଏମାନେ ଘଞ୍ଚ ଜଙ୍ଗଲରେ ରୁହନ୍ତି । ନିୟମଗିରି ପାହାଡ଼ରେ ବସବାସ କରନ୍ତି । ହେଲେ ଏହି ଆଦିମ…

ରାଜ୍ୟ କ୍ୟାବିନେଟରେ ୧୨ଟି ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ୱର: ଆଜି ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୨ ଗୋଟି ପ୍ରସ୍ତାବକୁ ଅନୁମୋଦନ ମିଳିଥିବା ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ବିଭିନ୍ନ ବିଭାଗର ୧୨ଟି ପ୍ରସ୍ତାବ ଅନୁମୋଦିତ ହୋଇଛି । ରାଜସ୍ୱ, ପଞ୍ଚାୟତିରାଜ, ଗୃହ ଓ ନଗର…

ଓଡ଼ିଆରେ ଦେଇ ହେବ OCS ପରୀକ୍ଷା, ୮ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ମୋହର

ଭୁବନେଶ୍ୱର: ଆଜି ରାଜ୍ୟ କ୍ୟାବିନେଟ୍ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ମୋହର ମାରିଛି । କ୍ୟାବିନେଟରେ ଓଡ଼ିଶା ସିଭିଲ୍ ସର୍ଭିସ ପରୀକ୍ଷା ସଂଶୋଧନକୁ ମଞ୍ଜୁରୀ ମିଳିଛି । UPSC ଭଳି OCSରେ ଗୋଟିଏ ଅପସିନାଲ ରହିବ । ୨୨୫୦ ମାର୍କର ପରୀକ୍ଷା ବଦଳରେ ୨୦୦୦ ମାର୍କର ପରୀକ୍ଷା ହେବ । ଓଡ଼ିଆରେ…

ଭୁବନେଶ୍ୱର CETକୁ ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା, ମିଳିଲା କ୍ୟାବିନେଟ୍ ମଞ୍ଜୁରୀ

ଭୁବନେଶ୍ୱର: କଲେଜ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି-CET କଲେଜ ହେବ ଏକକ ବିଶ୍ୱବିଦ୍ୟାଳୟ । ଏହାର ନାଁ ରହିବ ଓଡ଼ିଶା ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ରିସର୍ଚ୍ଚ। ଏହି ପ୍ରସ୍ତାବ ଉପରେ ମୋହର ମାରିଛି ରାଜ୍ୟ କ୍ୟାବିନେଟ୍ । CET କଲେଜ ଏକକ ବିଶ୍ୱବିଦ୍ୟାଳୟ ହେବା ପରେ ଛାତ୍ରଛାତ୍ରୀ…