ଆଦିବାସୀ ପିଲାମାନଙ୍କୁ ମାତୃଭାଷା ଭିତ୍ତିକ ଶିକ୍ଷା ମାଧ୍ୟମରେ ଶିକ୍ଷିତ କରିବାରେ ଓଡ଼ିଶା ଅଗ୍ରଣୀ
ଭୁବନେଶ୍ୱର : ଆମ ରାଜ୍ୟରେ ଗତ ୨୦୨୧ ଜୁଲାଇ ୨୬ରେ ୬୪ଟି ପଦବୀକୁ ନିୟମିତ କରାଯିବା ପରେ ବହୁଭାଷୀ ଶିକ୍ଷା ବା ଏମ୍ଏଲ୍ଇ ଭିତ୍ତିକ ଶିକ୍ଷା ବ୍ୟବସ୍ଥା ପ୍ରତି ପ୍ରତିବଦ୍ଧତାକୁ ଏକ ବଡ଼ ପ୍ରୋତ୍ସାହନ ମିଳିଥିଲା । ବାସ୍ତବରେ ୨୦୦୮ ମସିହାରେ ୧୦୦ ଏମ୍ଏଲ୍ ଇ ଶିକ୍ଷକଙ୍କୁ ଚୁକ୍ତିଭିତ୍ତିକ ଭାବେ…