Latest Odisha News
Browsing Tag

Ojee Exam

ଆଜିଠୁ ଓଜେଇଇ ପରୀକ୍ଷା, ୫୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ଦେବେ ପରୀକ୍ଷା

ଭୁବନେଶ୍ୱର : ଆଜିଠୁ ଓଜେଇଇ ପରୀକ୍ଷା ଆରମ୍ଭ । ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା । ୩ଟି ସିପ୍ଟରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ସେଥିପାଇଁ ରାଜ୍ୟରେ ମୋଟ ୩୩ଟି ସହରରେ ୪୭ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ତେବେ ଚଳିତ ବର୍ଷ ପରୀକ୍ଷା ଦେଉଛନ୍ତି ୫୫ହଜାର ୯୭୯…

ମେ ୮ରେ ଓଜେଇଇ ପରୀକ୍ଷା, ଏପ୍ରିଲ ୨୦ରୁ ୱେବସାଇଟ୍‌‌ରେ ଉପଲବ୍ଧ ହେବ ଆଡମିଟ୍‌ କାର୍ଡ

ଭୁବନେଶ୍ବର : ମେ’ ୮ରେ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ଅନୁଷ୍ଠିତ ହେବ। ଏପ୍ରିଲ ୨୦ରୁ ପରୀକ୍ଷାର୍ଥୀଙ୍କ ଲାଗି ଓଜେଇଇ ୱେବସାଇଟ୍‌‌ରେ ଆଡମିଟ୍‌ କାର୍ଡ ଉପଲବ୍ଧ ହେବ। ରାଜ୍ୟରେ ଥିବା ସରକାରୀ ଓ ଘରୋଇ ବିଶ୍ବବିଦ୍ୟାଳୟ, କଲେଜର ବି.ଫାର୍ମା, ଏମ୍‌ସିଏ, ଏମ୍‌.ଏସ୍‌ସି(କମ୍ପ୍ୟୁଟର…

ମେ’ରେ ଓଜେଇଇ, ଆଜିଠୁ କରିବାକୁ ହେବ ଆବେଦନ

ଈୁବନେଶ୍‌:ର: ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଜାରି ହେଲା ସୂଚନା । ଆସନ୍ତା ମେ’ ପ୍ରଥମ ଓ ୨ୟ ସପ୍ତାହରେ ଅନୁଷ୍ଠିତ ହେବ ଓଜେଇଇ ପରୀକ୍ଷା । ରାଜ୍ୟରେ ଥିବା ସମସ୍ତ ସରକାରୀ ଏବଂ ଘରୋଇ ବିଶ୍‌:ବିଦ୍ୟାଳୟ ଓ କଲେଜରେ ବି.ଫାର୍ମା, ବି.କାର୍ଟ, ଏମ.ଏସସି(କମ୍ପ୍ୟୁଟର ସାଇନ୍ସ),…

ଆଜିଠୁ ଓଜେଇଇ କାଉନସେଲିଂ

ଭୁବନେଶ୍ୱର: ଆଜିଠୁ ଓଜେଇଇ କାଉନସେଲିଂ । ଆଜିଠୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା OJEE ପାଇଁ କାଉନସେଲିଂ ପ୍ରକ୍ରିୟା । MBA, MCA, MTech, ଏମ୍ ଆର୍କ, ଏମ୍ ଫାର୍ମା, ଲାଟେରାଲ ଟେକ୍‍ , ଲାଟେରାଲ ଟେକ୍ ବିଏସ୍ ସି, ଲାଟେରାଲ ଫାର୍ମା, ଏମ୍ ଇଣ୍ଟିଗ୍ରେଟେଡ ଏମ୍ ବିଏରେ ନାମ…

ସ୍ଥଗିତ ରହିଲା ଓଜେଇଇ ପରୀକ୍ଷା, ଜୁଲାଇରେ ହେବ ନୂଆ ତାରିଖ ଘୋଷଣା

ଭୁବନେଶ୍ବର : ପୁଣି ସ୍ଥଗିତ ରହିଲା ଓଜେଇଇ ପରୀକ୍ଷା । ମହାମାରୀ କୋରୋନା ସଂକ୍ରମଣ କାରଣରୁ ଓଜେଇଇ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ପରୀକ୍ଷା କେବେ ହେବେ, କୋଭିଡ ପରିସ୍ଥିତିକୁ ଅନୁଧ୍ୟାନ କରିବା ପରେ ଆସନ୍ତା ଜୁଲାଇର ପ୍ରଥମ ସପ୍ତାହରେ ଏନେଇ ନିଷ୍ପତ୍ତି ନିଆଯିବ ବୋଲି ଓଜେଇଇ ଅଧ୍ୟକ୍ଷ…