Latest Odisha News

BREAKING NEWS

ଆଜିଠୁ ଓଜେଇଇ କାଉନସେଲିଂ

ଭୁବନେଶ୍ୱର: ଆଜିଠୁ ଓଜେଇଇ କାଉନସେଲିଂ । ଆଜିଠୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା OJEE ପାଇଁ କାଉନସେଲିଂ ପ୍ରକ୍ରିୟା । MBA, MCA, MTech, ଏମ୍ ଆର୍କ, ଏମ୍ ଫାର୍ମା, ଲାଟେରାଲ ଟେକ୍‍ , ଲାଟେରାଲ ଟେକ୍ ବିଏସ୍ ସି, ଲାଟେରାଲ ଫାର୍ମା, ଏମ୍ ଇଣ୍ଟିଗ୍ରେଟେଡ ଏମ୍ ବିଏରେ ନାମ ଲେଖାଇବା ପାଇଁ ଆଜିଠୁ ଓ୍ବେବ କାଉନସେଲିଂ । କାଉନସେଲିଂ ନେଇ ଓଜେଇଇର ଅଫିସିଆଲ ୱେବସାଇଟ www.odishajee.nic.in ରେ ତଥ୍ୟ ଉପଲବ୍ଧ ହେବ । ଏନେଇ ଓଜେଇଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

 

Leave A Reply

Your email address will not be published.