Latest Odisha News

BREAKING NEWS

Browsing Tag

Omicron Variant

ଚିନ୍ତା ବଢାଇଲା ଓମିକ୍ରନ୍‌; ଆକ୍ସନ ମୁଡ୍‌ରେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଦେଶରେ ଓମିକ୍ରନ୍ ଭାରିଆଣ୍ଟର ଦ୍ରୁତ ବିସ୍ତାର ମଧ୍ୟରେ କେନ୍ଦ୍ର ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ମଙ୍ଗଳବାର ଦିନ ସମସ୍ତ ରାଜ୍ୟକୁ କରୋନାର କଟକଣା ବଢାଇବାକୁ କେନ୍ଦ୍ର ପକ୍ଷରୁ କୁହାଯାଇଥିବା ବେଳେ ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ମୋଦୀ ଗୁରୁବାର ଏକ ବଡ ବୈଠକ…

ଦେଶରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୧୩କୁ ବୃଦ୍ଧି

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ କରୋନା ଭାଇରସର ଓମିକ୍ରନ୍ ଭାରିଆଣ୍ଟର ମୋଟ ୨୧୩ ଟି ମାମଲା ରିପୋର୍ଟ ହୋଇଛି। ରାଜଧାନୀ ଦିଲ୍ଲୀରେ ସର୍ବାଧିକ ସଂଖ୍ୟକ ମାମଲା ରହିିଥିବା ଜଣାପଡ଼ିଛି। ଓମିକ୍ରନ୍ ମାମଲାରେ ମହାରାଷ୍ଟ୍ର ସବୁଠୁ ଆଗରେ ଥିଲା କିନ୍ତୁ ଏବେ ଦିଲ୍ଲୀ ଏହାକୁ ପଛରେ ପକାଇ ଦେଇଛି।…

ଓମିକ୍ରନ୍‌; ଫେବ୍ରୁଆରୀରେ ଆସିପାରେ କରୋନା ତୃତୀୟ ଲହର

ନୂଆଦିଲ୍ଲୀ: ବୈଜ୍ଞାନିକମାନେ କରୋନାର ତୃତୀୟ ତରଙ୍ଗକୁ ନେଇ ଚେତାବନୀ ଦେଇଛନ୍ତି। ଭାରତରେ ଓମିକ୍ରନ୍‌ର ନୂତନ ପ୍ରକାର ହେତୁ ସାରା ବିଶ୍ବରେ ଆତଙ୍କ ସୃଷ୍ଟି ହୋଇଛି। ଏହି ନୂଆ ଭାରିଆଣ୍ଟ ଫେବୃଆରୀ ୨୦୨୨ ରେ ଛୁଇଁପାରେ ବୋଲି ଆଶଙ୍କା କରାଯାଉଛି। ମହାମାରୀ ଉପରେ ନଜର ରଖିବା ପାଇଁ ଦୁଇଜଣ…

‘ଗଳା ଯନ୍ତ୍ରଣା’ ଓମିକ୍ରନ୍‌ର ପ୍ରଥମ ଲକ୍ଷଣ

ନୂଆଦିଲ୍ଲୀ: ଓମିକ୍ରନ୍ ଭାରିଆଣ୍ଟ୍ ପୃଥିବୀର ବିଭିନ୍ନ ସ୍ଥାନକୁ ମାଡିସାରିଲାଣି। ବୈଜ୍ଞାନିକମାନେ ପ୍ରତିବନ୍ଧକ ଏବଂ ଲକଡାଉନ୍ ସହିତ ଟିକା କ୍ଷମତାକୁ ବଢାଇବା ପାଇଁ ମଧ୍ୟ ଚେତାବନୀ ଦେଇଛନ୍ତି। ଓମିକ୍ରନ୍ ରୋଗୀଙ୍କୁ ଯାଞ୍ଚ  କରୁଥିବା ବୈଜ୍ଞାନିକମାନେ ବର୍ତ୍ତମାନ ରିପୋର୍ଟ କରିଛନ୍ତି ଯେ…

ଆମେରିକାରେ ଓମିକ୍ରନ୍‌ର ପ୍ରଥମ ମୃତ୍ୟୁ; ସପ୍ତାହରେ ମାମଲା ୩ରୁ ୭୩%କୁ ବୃଦ୍ଧି

ୱାଶିଂଟନ୍‌: କରୋନାର ଓମିକ୍ରନ୍ ଭାରିଆଣ୍ଟରୁ ପ୍ରଥମ ମୃତ୍ୟୁ ଆମେରିକାରେ ରେକର୍ଡ କରାଯାଇଥିବା ଜଣାପଡ଼ିଛି। ସୋମବାର ଟେକ୍ସାସରେ ଏହି ମୃତ୍ୟୁ ଘଟିଥିବା ସୂଚନା ମିଳିଛି।। ତେବେ ଏପର୍ଯ୍ୟନ୍ତ ସିଡିସି କୌଣସି ସରକାରୀ ବିବୃତ୍ତି ଦିଆଯାଇନାହିଁ। ସୂଚନା ମୁତାବକ ମୃତକଙ୍କ ବୟସ ୫୦ ରୁ ୬୦ ବର୍ଷ…

ରାଜଧାନୀରେ ଆଉ ୨ ଓମିକ୍ରନ୍‌ ମାମଲା ଚିହ୍ନଟ

ନୂଆଦିଲ୍ଲୀ: ସୋମବାର ଦିନ ଦିଲ୍ଲୀରେ କରୋନାର ଓମିକ୍ରନ୍ ଭାରିଆଣ୍ଟର ଦୁଇଟି ନୂଆ ମାମଲା ରିପୋର୍ଟ ହୋଇଛି। ଏହାକୁ ମିଶାଇ ସଂକ୍ରମଣ ସଂଖ୍ୟା ୨୪ କୁ ବୃଦ୍ଧି ପାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦିଲ୍ଲୀର ୧୨ ଜଣ ଓମିକ୍ରନ୍ ରୋଗୀ ସୁସ୍ଥ ହେବା ପରେ ହସ୍ପିଟାଲ୍‌ରୁ ଡିସଚାର୍ଜ ହୋଇଥିବାବେଳେ…

ଦେଶରେ ଓମିକ୍ରନ୍‌ ମାମଲା ୧୫୩କୁ ବୃଦ୍ଧି

ନୂଆଦିଲ୍ଲୀ: ଭୟ ବଢାଉଛି ଓମିକ୍ରନ୍‌। କ୍ଷୀପ୍ର ବେଗରେ ବଢୁଛି ସଂକ୍ରମିତଙ୍କ ସଂଖ୍ୟା। ଏହା କରୋନାର ପୂର୍ବ ପ୍ରଜାତି ଡେଲ୍‌ଟାଠାରୁ ଅଧିକ ସଂକ୍ରମଣଶୀଳ ବୋଲି ଜଣାପଡ଼ିଛି। ‌ ତେବେ ମହାରାଷ୍ଟ୍ରରେ ୬ଟି ଏବଂ ଗୁଜୁରାଟରେ ଚାରିଟି ନୂଆ ଓମିକ୍ରନ୍‌ ମାମଲା ସହ  ଦେଶରେ ଓମିକ୍ରନ୍ ସଂକ୍ରମିତଙ୍କ…

ତାଣ୍ଡବ ରଚିପାରେ ଓମିକ୍ରନ୍‌; ବିଶେଷଜ୍ଞଙ୍କ ଚେତାବନୀ

ନୂଆଦିଲ୍ଲୀ: ଓମିକ୍ରନ୍ ଦୁନିଆର ଅନେକ ଦେଶରେ ବ୍ୟାପିସାରିଲାଣି। ବ୍ରିଟେନ ଏବଂ ଆମେରିକା ଭଳି ଦେଶରେ ଓମିକ୍ରୋନ ତାଣ୍ଡବ ରଚିବା ଆରମ୍ଭ କରିଲାଣି। ବିଶେଷଜ୍ଞମାନେ କହିଛନ୍ତି ଯେ ଡେଲଟା ଭାରିଆଣ୍ଟ ଆମେରିକାରେ ଯେଉଁଭଳି ଭାବରେ ଆତଙ୍କ ସୃଷ୍ଟି କରିଥିଲା ଓମିକ୍ରନ୍ ମଧ୍ୟ ସମାନ ପରିସ୍ଥିତି…

କରୋନା ମୃତ୍ୟୁରେ ସୁନାମୀ ଆଣିବ ଓମିକ୍ରନ, ଚେତେଇଲେ ହ୍ୱାଇଟ୍ ହାଉସ୍ କୋଭିଡ୍ ଚିଫ୍

ଓ୍ୱାଂଶିଟନ୍: ଓମିକ୍ରମ୍ ଆଣିପାରେ ବଡ଼ ଧରଣର ବିପତ୍ତି । ମହାମାରୀ ମୁକାବିଲାରେ ସାଂଘାତିକ ସ୍ଥିତି ସୃଷ୍ଟି କରିପାରେ କରୋନାର ନୂଆ ଷ୍ଟ୍ରେନ୍ । ଶୀତ ଋତୁରେ ସାରା ବିଶ୍ୱ ଆଉ ଏକ ବଡ଼ ବିପଦର ସାମନା କରିବାକୁ ଯାଉଛି । ଆମେରିକାର ମହାମାରୀ ବିଶେଷଜ୍ଞ ଡାକ୍ତର ଆନ୍ଥୋନୀ ଫୌସୀ ଚିନ୍ତାଜନକ…

ଭୟ ବଢାଉଛି ଓମିକ୍ରନ୍‌; ରାଜଧାନୀରୁ ଆଉ ୧୦ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଓମିକ୍ରନ୍‌ର ପେଣ୍ଠସ୍ଥଳୀ ସାଜିଛି ରାଜଧାନୀ ଦିଲ୍ଲୀ। ଦିଲ୍ଲୀରେ କରୋନାର ଓମିକ୍ରନ୍ ଭାରିଆଣ୍ଟ ମାମଲା ବଢିବାରେ ଲାଗିଛି। ଶୁକ୍ରବାର ଦିନ ରାଜଧାନୀରେ ଓମିକ୍ରନ୍ ଭାରିଆଣ୍ଟର ୧୦ ଟି ନୂଆ ମାମଲା ରିପୋର୍ଟ ହୋଇଛି। ଏହାକୁ ମିଶାଇ ଦିଲ୍ଲୀରେ ଓମିକ୍ରନ୍ ସଂକ୍ରମଣର ମୋଟ ମାମଲା…