Latest Odisha News

BREAKING NEWS

Browsing Tag

Omicron

ଓମିକ୍ରନ୍‌ ବିରୁଦ୍ଧରେ କାମ କରୁନି ଚାଇନା ଟିକା!

ନୂଆଦିଲ୍ଲୀ: ସିନୋଭାକର କରୋନାଭ୍ୟାକ୍‌ କୋଭିଡ୍-୧୯ ଟିକାର ତିନୋଟି ଡୋଜ୍ ଓମିକ୍ରନ୍ ଭାରିଆଣ୍ଟ ସହିତ ଲଢିବା ପାଇଁ ପର୍ଯ୍ୟାପ୍ତ ପରିମାଣର ଆଣ୍ଟିବଡି ଉତ୍ପାଦନ କରେ ନାହିଁ ବୋଲି ହଂକଂର ଅନୁସନ୍ଧାନକାରୀମାନେ ଏକ ବିବୃତ୍ତିରେ କହିଛନ୍ତି। ସେମାନଙ୍କର ବିଶ୍ଳେଷଣରୁ ଜଣାପଡିଛି ଯେ…

ଓମିକ୍ରନ୍‌ ଅପେକ୍ଷା ଅଧିକ ବିପଜ୍ଜନକ ହୋଇପାରେ ଡେଲ୍‌ମିକ୍ରନ୍‌

ନୂଆଦିଲ୍ଲୀ: ସମଗ୍ର ବିଶ୍ବ ଏବେ କରୋନା ଭୂତାଣୁର ନୂଆ ରୂପ ଓମିକ୍ରନ୍ ଭାରିଆଣ୍ଟ ସହିତ ଲଢୁଛି। ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି ଓମିକ୍ରନ୍‌। ୟୁରୋପର ଅନେକ ଦେଶରେ ଦିନକୁ ଦିନ ବଢୁଥିବା କୋଭିଡ ସଂକ୍ରମଣ ପଛରେ ଏକ ନୂତନ ଡେଲମିକ୍ରନ୍ ପ୍ରକାର ରହିଛି ବୋଲି ସନ୍ଦେହ କରାଯାଉଛି।…

ରାଜ୍ୟରେ ଆଉ ୨ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଓଡ଼ିଶାରେ ଆଉ ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ସ୍ୱାସ୍ଥ୍ୟ ବିଭାଗକୁ ଆଇଏଲଏସ୍ ଅବଗତ କର।।ଇଥିବା ଜଣାପଡିଛି । ଏହା ପୂର୍ବରୁ ମଧ୍ୟ ୨ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

ଡେଲ୍‌ଟା ଅପେକ୍ଷା ଦ୍ରୁତ ଗତିରେ ବ୍ୟାପୁଛି ଓମିକ୍ରନ୍‌; ‘ହୁ’ ମୁଖ୍ୟଙ୍କ ଚେତାବନୀ

ନୂଆଦିଲ୍ଲୀ: କରୋନାର ଓମିକ୍ରନ୍ ଭାରିଆଣ୍ଟ ଡେଲଟା ଭାରିଆଣ୍ଟ ଅପେକ୍ଷା କ୍ଷୀପ୍ର ବେଗରେ ମାଡିଚାଲିଛି। ଏହାସହ ଟକାକରଣ କରିଥିବା କିମ୍ବା କରୋନାରୁ ମୁକ୍ତି ପାଇଥିବା ଲୋକଙ୍କଠାରେ ସଂକ୍ରମଣ ସୃଷ୍ଟି କରୁଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ର ମୁଖ୍ୟ କହିଛନ୍ତି। ହୁ ମୁଖ୍ୟ…

ବିଶ୍ବରେ ଜାରି ରହିଛି କୋଭିଡ ଓ ଓମିକ୍ରନ ତାଣ୍ଡବ

ନୂଆଦିଲ୍ଲୀ : ସାରା ବିଶ୍ବକୁ ଧିରେ ଧିରେ କାବୁ କରିବାକୁ ବସିଲାଣି ନୂଆ ଭାରିଆଣ୍ଟ ଓମିକ୍ରନ । ଭାଇରସର ମୁକାବିଲା କରିବା ଲାଗି ଅଧିକାଂଶ ଦେଶ ଆରମ୍ଭ କଲେଣି ମାଷ୍ଟର ପ୍ଲାନ୍ । ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଉଦବେଗ ପ୍ରକାଶ କରିଛନ୍ତି ହ୍ବାଇଟ୍ ହାଉସର ସର୍ବୋଚ୍ଚ…

ଓମିକ୍ରନ୍‌ ଆତଙ୍କ; ସ୍କୁଲର ୧୬ ଛାତ୍ରଛାତ୍ରୀ କରୋନା ପଜିଟିଭ୍

ନୂଆଦିଲ୍ଲୀ: ମହାରାଷ୍ଟ୍ରର ନାଭି ମୁମ୍ବାଇ ଅଞ୍ଚଳର ଏକ ବିଦ୍ୟାଳୟର ୧୬ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଥିବା ଜଣାପଡିଛି। ଏହାପୂର୍ବରୁ, ସେହି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ କୋଭିଡ୍ ରିପୋର୍ଟ ପଜିଟିଭ ଥିଲା। ଯାହା ପରେ ଅନ୍ୟ ଛାତ୍ରଛାତ୍ରୀଙ୍କ କୋଭିଡ୍ ପରୀକ୍ଷା କରାଯାଇଥିଲା।…

୩ ଡୋଜ୍‌ ଫାଇଜର ଟିକା ନେଇ ବି ଓମିକ୍ରନ୍‌ ଆକ୍ରାନ୍ତ ହେଲେ ବ୍ୟକ୍ତି

ମୁମ୍ବାଇ: ବିଏମ୍‌ସି ଏକ ବିଜ୍ଞପ୍ତିରେ କହିଛି ଯେ ଆମେରିକାରୁ ଫେରିଥିବା ୨୯ ବର୍ଷ ବୟସ୍କା ବ୍ୟକ୍ତି ଶୁକ୍ରବାର ଦିନ ଓମିକ୍ରନ୍ ଭାରିଆଣ୍ଟରେ ସଂକ୍ରମିତ ହୋଇଥିବା ଜଣାପଡିଛି। ଆଶ୍ଚର୍ଯ୍ୟର କଥା ହେଉଛି, ସେ ସଂକ୍ରମିତ ହେବା ପୂର୍ବରୁ ୩ ଡୋଜ ଫାଇଜର୍‌ ଟିକା ନେଇସାରିଛନ୍ତି। ନଭେମ୍ବର ୯ ରେ…

୩ ଡୋଜ୍‌ ଫାଇଜର୍‌ ଟିକା ନେଇ ବି ଓମିକ୍ରନ୍‌ ଆକ୍ରାନ୍ତ ହେଲେ ବ୍ୟକ୍ତି

ମୁମ୍ବାଇ: ବିଏମ୍‌ସି ଏକ ବିଜ୍ଞପ୍ତିରେ କହିଛି ଯେ ଆମେରିକାରୁ ଫେରିଥିବା ୨୯ ବର୍ଷ ବୟସ୍କା ବ୍ୟକ୍ତି ଶୁକ୍ରବାର ଦିନ କରୋନାର ଓମିକ୍ରନ୍ ଭାରିଆଣ୍ଟରେ ସଂକ୍ରମିତ ହୋଇଥିବା ଜଣାପଡିଛି। ଆଶ୍ଚର୍ଯ୍ୟର କଥା ହେଉଛି, ଏହି ବ୍ୟକ୍ତି  ୩ଟି ଡୋଜ୍‌ ଫାଇଜର ଟିକା ନେଇସାରିଛନ୍ତି। କିନ୍ତୁ ବ୍ୟକ୍ତିଙ୍କ…

ଆମେରିକା ଓ ବ୍ରିଟେନରେ ହୁ ହୁ ହୋଇ ବ୍ୟାପୁଛି ସଂକ୍ରମଣ

ନୂଆଦିଲ୍ଲୀ : ମାଡି ଚାଲିଛି କରୋନାର ନୂଆ ଷ୍ଟ୍ରେନ୍ । ଆମେରିକା ଓ ବ୍ରିଟେନରେ ହୁ ହୁ ବ୍ୟାପିବାରେ ଲାଗିଛି ସଂକ୍ରମଣ । ଓମିକ୍ରନ ଷ୍ଟ୍ରେନ୍ ଆସିବା ପରେ ବ୍ରିଟେନରେ ସଂକ୍ରମଣ ରେକର୍ଡ ଛୁଇଁଛି । ଦିନକରେ ୮୮ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ, ୧୪୬ ଜଣଙ୍କ ମୃତ୍ୟୁ ହୋଇଛି ।…

ରାଜଧାନୀରୁ ଆଉ ୪ଟି ନୂଆ ଓମିକ୍ରନ୍‌ ମାମଲା ଚିହ୍ନଟ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଓମିକ୍ରନ୍ ଭାରିଆଣ୍ଟସ୍ ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଆଜି ଆଉ ୪ଟି ନୂଆ ମାମଲା ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଏହାକୁ ମିଶାଇ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୧୦ ରେ ପହଞ୍ଚିଛି। ସ୍ୱାସ୍ଥ୍ୟମନ୍ତ୍ରୀ ଏ ନେଇ ସୂଚନା ପ୍ରଦାନ କରିଛନ୍ତି। ସେ…