Latest Odisha News
Browsing Tag

Omicron

ଦେଶରେ ୩୦୦୦ ଟପିଲା ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ବଢିଚାଲିିଛି ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା। ଦେଶରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩୦୦୦ ଟପିଛି। ସେଥିରୁ ୧,୧୯୯ ରୋଗୀ ମଧ୍ୟ ଆରୋଗ୍ୟ ଲାଭ କରିଛନ୍ତି। ୨୭ ଟି ରାଜ୍ୟକୁ ମାଡିଗଲାଣି ମାରାତ୍ମକ ଓମିକ୍ରନ୍‌। ‌ଦେଶରେ ଦୈନିକ ପଜିଟିଭିଟି ହାର ବର୍ତ୍ତମାନ ୭.୭୪…

ଓମିକ୍ରନ୍ ବିରୁଦ୍ଧରେ କପଡା ମାସ୍କ କେତେ ପ୍ରଭାବଶାଳୀ?

ନୂଆଦିଲ୍ଲୀ: ଓମିକ୍ରନ୍ ଆତଙ୍କ ମଧ୍ୟରେ କରୋନାର ତୃତୀୟ ତରଙ୍ଗ ଭାରତ ଛୁଇଁଥିବା ଆଶଙ୍କା କରାଯାଉଛି। ଆଜି ୯୦ ହଜାରରୁ ଅଧିକ ମାମଲା ରିପୋର୍ଟ ହୋଇଛି। ସ୍ୱାସ୍ଥ୍ୟ ବିଶେଷଜ୍ଞ ଏବଂ ବୈଜ୍ଞାନିକମାନେ ମତ ଦେଇଛନ୍ତି ଯେ କପଡା ମାସ୍କଗୁଡ଼ିକ ଓମିକ୍ରନ୍ ସଂକ୍ରମଣକୁ ରୋକିପାରିବ ନାହିଁ। କିନ୍ତୁ…

ରାଜ୍ୟରୁ ଆଉ ୨୪ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବୁଧବାର ଓଡ଼ିଶାରୁ ଆଉ ୨୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଇଏଲଏସ୍ ପକ୍ଷରୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଏହି ସୂଚନା ଦିଆଯାଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଓମିକ୍ରନ ଆକ୍ରାନ୍ତ ସଂଖ୍ୟା…

ଓମିକ୍ରନ୍‌କୁ ନେଇ ‘ହୁ’ର ଚେତାବନୀ; ଅଧିକ ମାମଲା ନୂଆ ପ୍ରଜାତି ସୃଷ୍ଟି କରିପାରେ

ନୂଆଦିଲ୍ଲୀ: ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଚେତାବନୀ ଦେଇଛି ଯେ ସମଗ୍ର ବିଶ୍ୱରେ ଓମିକ୍ରନ୍ ବୃଦ୍ଧି ମାମଲା କରୋନାର ଆଉ ଏକ ନୂତନ ଏବଂ ଅଧିକ ମାରାତ୍ମକ ରୂପକୁ ଜନ୍ମ ଦେଇପାରେ। 'ହୁ'ର କହିବା ମୁତାବକ ଓମିକ୍ରନ୍ ସମଗ୍ର ବିଶ୍ୱରେ ନିଆଁ ପରି ବ୍ୟାପିଚାଲିଛି। ଏହା ପୂର୍ବରୁ ଓମିକ୍ରନ୍ ଏତେଟା ଘାତକ…

ସାରା ବିଶ୍ବରେ ବଢୁଛି କୋଭିଡ ଓ ଓମିକ୍ରନ ସଂକ୍ରମଣ

ନୂଆଦିଲ୍ଲୀ : ସାରା ବିଶ୍ବରେ ବଢ଼ିବାରେ ଲାଗିଛି କୋଭିଡ ସାଙ୍ଗକୁ ଓମିକ୍ରନ ସଂକ୍ରମଣ । ସ୍ଥିତି ନିୟନ୍ତ୍ରଣ କରିବା ଲାଗି ଅଧିକାଂଶ ଦେଶରେ ଜାରି ହେଲାଣି କଟକଣା । ଇସ୍ରାଏଲରେ ଓମିକ୍ରନ ସଂକ୍ରମିତଙ୍କୁ ଚିହ୍ନଟ କରିବା ଲାଗି ସ୍ପାଏ ଏଜେନ୍ସିକୁ ଦାୟିତ୍ବ ଦିଆଯାଇଛି । ବିବାଦୀୟ ଫୋନ ମନିଟରିଂ…

ମୁମ୍ବାଇକୁ ଆସିଲାଣି କରୋନାର ତୃତୀୟ ଲହର !

ମୁମ୍ବାଇ: ମହାରାଷ୍ଟ୍ରରେ କରୋନା କେସ ପୁଣି ଥରେ ବଢୁଛି । ମୁମ୍ବାଇରେ ଦିନକରେ ଦୁଇ ଗୁଣା ହୋଇଛି ଆକ୍ରାନ୍ତଙ୍କ ସଂଖ୍ୟା । ଦେଶ ବାଣିଜ୍ୟିକ ରାଜଧାନୀରେ କରୋନାର ତୃତୀୟ ଲହର ଆରମ୍ଭ ହୋଇ ସାରିଛି । ଏକ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ ଏକଥା କହିଛନ୍ତି ମହାରାଷ୍ଟ୍ର କୋଭିଡ୍ ଟାସ୍କ ଫୋର୍ସ…

୧୨୦ ଦେଶକୁ ବ୍ୟାପିଲାଣି ଓମିକ୍ରନ୍‌

ନୂଆଦିଲ୍ଲୀ: ମାରାତ୍ମକ ଓମିକ୍ରନ୍ ଭୂତାଣୁ ବର୍ତ୍ତମାନ ପର୍ଯ୍ୟନ୍ତ ୧୨୦ ଦେଶକୁ ବ୍ୟାପିସାରିଲାଣି। ଓମିକ୍ରନ୍ ସଂକ୍ରମଣର ମାତ୍ରା ମଧ୍ୟରେ ବ୍ରିଟେନରେ ମଙ୍ଗଳବାର ଦିନ ୧୩୦,୦୦୦ କରୋନା ମାମଲା ରିପୋର୍ଟ ହୋଇଛି। ଭାରତରେ, ଦିଲ୍ଲୀରେ ୨୩୮ ଏବଂ ମହାରାଷ୍ଟ୍ରରେ ୧୬୭ ଟି ମୋଟ ଓମିକ୍ରନ୍ ସଂକ୍ରମଣ…

ଦେଶରେ ଓମିକ୍ରନ୍‌ ମାମଲା ୪୨୨କୁ ବୃଦ୍ଧି‌; ଦିଲ୍ଲୀ, ମହାରାଷ୍ଟ୍ରରେ ସର୍ବାଧିକ

ନୂଆଦିଲ୍ଲୀ: ଭାରତରେ ଏପର୍ଯ୍ୟନ୍ତ ଓମିକ୍ରନ୍ ଭାରିଆଣ୍ଟର ୪୨୨ଟି ମାମଲା ରୁଜୁ ହୋଇଛି। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ରବିବାର ସୂଚନା ଦିଆଯାଇଛି। କରୋନା ୬୯୮୭ ଜଣ ଲୋକ ପଜିଟିଭ୍ ଟେଷ୍ଟ କରିବା ପରେ କ୍ୟାସ୍‌ଲୋଡ୍‌ ୩୪,୭୮୬,୮୦୨ରେ ପହଞ୍ଚିଛି। ସରକାରୀ ତଥ୍ୟ ଅନୁଯାୟୀ,…

ଗୋଟିଏ ମାସରେ ୧୦୮ ଦେଶକୁ ମାଡିଗଲାଣି ଓମିକ୍ରନ୍‌; ୧.୫ ଲକ୍ଷରୁ ଅଧିକ ରୋଗୀ ଆକ୍ରାନ୍ତ

ନୂଆଦିଲ୍ଲୀ: କରୋନାର ଓମିକ୍ରନ୍ ପ୍ରଜାତି ଯାହା ବିଶ୍ବବ୍ୟାପୀ କରୋନା ସଂକ୍ରମଣର ଗତି ବଢାଉଛି ଏହା ଅନେକ ଦେଶରେ ଡେଲଟା ଅପେକ୍ଷା ଅଧିକ ଶକ୍ତିଶାଳୀ ବୋଲି ପ୍ରମାଣିତ ହୋଇସାରିଛି। ଓମିକ୍ରନ୍ ଏକ ମାସ ମଧ୍ୟରେ ବିଶ୍ବର ୧୦୮ ଦେଶକୁ ବ୍ୟାପିଥିବା ଜଣାପଡ଼ିଛି। କେବଳ ଏତିକି ନୁହେଁ, ବର୍ତ୍ତମାନ…

ଓଡ଼ିଶାରେ ୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ପରେ ସ୍ବାସ୍ଥ୍ୟ ବିଭାଗ ସଜାଗ

ଭୁବନେଶ୍ବର : ରାଜ୍ୟରେ ଏବେ ଚିନ୍ତା ବଢ଼ାଇଲା ଭାଇରସ ଓମିକ୍ରନ୍ । ୪ ଆକ୍ରାନ୍ତ ଚିହ୍ନଟ ପରେ ସଜାଗ ରହିଛି ସ୍ବାସ୍ଥ୍ୟ ବିଭାଗ । ସଂକ୍ରମଣରୁ ବର୍ତ୍ତିବା ପାଇଁ ଗୋଟିଏ ଲେୟାର ମାକ୍ସ ନପିନ୍ଧି ତିନି ଲେୟାର ମାକ୍ସ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି ଡିଏମଇଟି । କାରଣ, ଭାଇରସ ଓମିକ୍ରନ ୫ ଗୁଣ…