ଭକ୍ତଙ୍କୁ ଦର୍ଶନ ଦେଲେ ବାବା ଧବଳେଶ୍ୱର
ଆଠଗଡ଼: ସମସ୍ତଙ୍କ ପାଇଁ ଖୋଲିଲା କଟକ ଜିଲ୍ଲା ଆଠଗଡ଼ର ପ୍ରସିଦ୍ଧା ଧବଳେଶ୍ଵର ପୀଠ । ଆଜିଠୁ ଆରମ୍ଭ ହୋଇଛି ସର୍ବସାଧାରଣ ଦର୍ଶନ । ଦୀର୍ଘ 9 ମାସ ପରେ ବାବା ଧବଳେଶ୍ୱରୁଙ୍କୁ ଚର୍ମଚକ୍ଷୁରେ ଦେଖିଛନ୍ତି ଭକ୍ତ । ମନ୍ଦିର ପରିସରରେ ଭାବ ବିହ୍ୱଳ ହୋଇ ପଡ଼ିଛନ୍ତି ଶ୍ରଦ୍ଧାଳୁ । କରୋନା କଟକଣା…