Latest Odisha News
Browsing Tag

Operation Ganga

ଅପରେସନ୍ ଗଙ୍ଗା: ୨୪ ଘଣ୍ଟାରେ ୬୨୯ ଭାରତୀୟଙ୍କୁ ସ୍ୱଦେଶ ଆଣିଲା ବାୟୁସେନା

ନୂଆଦିଲ୍ଲୀ: ୟୁକ୍ରେନର ଯୁଦ୍ଧ ମୁହଁରୁ ସ୍ୱଦେଶ ଫେରୁଛନ୍ତି ଭାରତୀୟ । ଅପରେସନ୍ ଗଙ୍ଗାରେ ଭାରତୀୟଙ୍କୁ ୟୁକ୍ରେନରୁ ଉଦ୍ଧାର କରି ସୁରକ୍ଷିତ ଭାବରେ ଭାରତ ଅଣାଯାଉଛି । ଗତ ୨୪ଘଣ୍ଟାରେ ୬୨୯ ଜଣ ଭାରତୀୟଙ୍କୁ ବାୟୁସେନା ପକ୍ଷରୁ ଉଦ୍ଧାର କରି ସ୍ୱଦେଶ ଅଣାଯାଇଛି । ବାୟୁସେନାର ତିନିଟି C-17…

ଅଫରେସନ୍ ଗଙ୍ଗା: ଆଜି ୮ଟି ବିମାନରେ ଫେରିବେ ୩୭୨୬ ଭାରତୀୟ

ନୂଆଦିଲ୍ଲୀ: ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ସ୍ୱଦେଶ ଫେରୁଛନ୍ତି ଭାରତୀୟ । ଅପରେସନ୍ ଗଙ୍ଗାରେ ସ୍ୱତନ୍ତ୍ର ବିମାନ ଯୋଗେ ଭାରତୀୟଙ୍କୁ ନିରାପଦ ଭାବରେ ଫେରାଇ ଅଣାଯାଉଛି । ଆଜି ୮ଟି ବିମାନରେ ୟୁକ୍ରେନ୍ ସୀମାନ୍ତ ବିଭିନ୍ନ ଦେଶରୁ ୩ହଜାର ୭୨୬ ଭାରତୀୟ ଆସିବେ । ଏନେଇ ସୂଚନା ଦେଇଛି ବେସାମରିକ ବିମାନ…

ଭାରତୀୟଙ୍କୁ ଆଣିବା ପାଇଁ ଗଲା ଆଉ ୨ଟି ବାୟୁସେନା ଏୟାରକ୍ରାଫ୍ଟ

ନୂଆଦିଲ୍ଲୀ: ୟୁକ୍ରେନରୁ ଫେରୁଛନ୍ତି ଭାରତୀୟ । ଅପରେସନ୍ ଗଙ୍ଗାରେ ସେମାନଙ୍କୁ ସୁରକ୍ଷିତ ଭାବରେ ଫେରାଇ ଅଣାଯାଉଛି । ଏହି ଅଭିଯାନରେ ସାମିଲ ହୋଇଛି ଭାରତୀୟ ବାୟୁସେନା । ଆଜି ଭୋରରୁ C-17 ଏୟାରକ୍ରାଫ୍ଟ ରୋମାନିଆ ଅଭିମୁଖେ ଯାଇଛି । ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ଖୁବଶୀଘ୍ର ଆଉ…

ୟୁକ୍ରେନରୁ ଭାରତୀୟଙ୍କୁ ଉଦ୍ଧାର ପାଇଁ ରୋମାନିଆ ଗଲା ବାୟୁସେନାର C-17 ଏୟାରକ୍ରାଫ୍ଟ

ନୂଆଦିଲ୍ଲୀ: ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ଭାରତୀୟଙ୍କୁ ଉଦ୍ଧାର ପାଇଁ ଜୋରଦାର ଉଦ୍ୟମ ଚାଲିଛି । ଅପରେସନ୍ ଗଙ୍ଗାରେ ସ୍ୱଦେଶ ଫେରୁଛନ୍ତି ଭାରତୀୟ । ଏହି ଅଭିଯାନରେ ଏବେ ସାମିଲ ହୋଇଛି ଭାରତୀୟ ବାୟୁସେନା । ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ବାୟୁସେନାର C-17 ଏୟାରକ୍ରାଫ୍ଟ ରୋମାନିଆ ଯାତ୍ରା…

ଦିଲ୍ଲୀରେ ପହଞ୍ଚିଲେ ୟୁକ୍ରେନରେ ଫସିଥିବା ଆଉ ୨୫୦ ଭାରତୀୟ

ନୂଆଦିଲ୍ଲୀ: ୟୁକ୍ରନରେ ଯୁଦ୍ଧ ଘନଘଟା ଭିତରେ ସ୍ୱଦେଶ ଫେରୁଛନ୍ତି ଭାରତୀୟ । କେନ୍ଦ୍ର ସରକାରଙ୍କ ସହଯୋଗରେ ସେଠାରେ ଥିବା ଭାରତୀୟ ଘର ବାହୁଡ଼ା କରୁଛନ୍ତି । ୟୁକ୍ରେନରୁ ଆଉ ୨୫୦ ଭାରତୀୟ ନାଗରିକ ଫେରିଛନ୍ତି । ଆଜି ସକାଳୁ ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ ସେମାନଙ୍କୁ ରୋମାନିଆର…