ବଜାରକୁ ଆସୁଛି ଦୁନିଆର ସବୁଠାରୁ ପତଳା ସ୍ମାର୍ଟଫୋନ୍ !
ନୂଆଦିଲ୍ଲୀ: ଓପୋର ଆଗାମୀ ସ୍ମାର୍ଟଫୋନ୍ 'Oppo Find N5' କିଛି ଦିନ ହେବ ଖବରରେ ରହିଛି । ନିକଟରେ କମ୍ପାନୀ ସ୍ସଷ୍ଟ କରିଛି ଯେ, ଫେବୃଆରୀରେ ଚାଇନାରେ ଏହା ଲଞ୍ଚ କରିବ। ଓପୋ ଦାବି କରିଛି ଯେ, Oppo Find N5 ଦୁନିଆର ସବୁଠାରୁ ପତଳା ଫୋଲଡେବଲ୍ ଫୋନ୍ ହେବ ।
ମନେକରାଯାଉଛି ଯେ ଫୋନକୁ…