ଏଥର ସଫଳ ହେବ ବିରୋଧୀ ମେଳି !
ଭୁବନେଶ୍ୱର: ବିଜେପିକୁ ଶାସନରୁ ହଟାଇବା ପାଇଁ ଏକାଠି ହେଉଛନ୍ତି ବିରୋଧୀ। ଧୀରେ ଧୀରେ ଏହା ବ୍ୟାପକ ହେଉଛି। କିନ୍ତୁ ନେତୃତ୍ୱକୁ ନେଇ ସ୍ପଷ୍ଟତା ଆସୁ ନାହିଁ। କାହା ନେତୃତ୍ୱରେ ବିରୋଧି ଏକାଠି ହେବେ ତାକୁ ନେଇ ଦ୍ବନ୍ଦ୍ୱ ଏବେ ବି ରହିଛି।
ରାହୁଲଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଓ ତାଙ୍କ…