Latest Odisha News

BREAKING NEWS

Browsing Tag

OSJA

କ୍ରୀଡ଼ା ଖବରରେ ଲୁଚି ରହିଥାଏ ଏକ ଭିନ୍ନ ପ୍ରେରଣା: ଶ୍ରାବଣୀ

ଭୁବନେଶ୍ୱର: ଆମେ ଭାବୁ ଯେ ସାମ୍ବାଦିକତା କେବଳ ଖବର ସଂଗ୍ରହ କରି ତାହାକୁ ପ୍ରକାଶ କରିବା । କ୍ରୀଡ଼ା ସାମ୍ବାଦିକମାନେ ଖେଳ ବିଷୟରେ ଲେଖନ୍ତି । କିନ୍ତୁ ଏହି ଲେଖା ଭିତରେ ଲୁକ୍କାୟିତ ହୋଇ ରହିଥାଏ ଏମିତି କିଛି ପ୍ରେରଣା, ଯାହା ଛୋଟପିଲା ଓ ଯୁବବର୍ଗଙ୍କୁ ବେଶ ପ୍ରଭାବିତ କରିଥାଏ ବୋଲି…

ଓସଜା ପୁରସ୍କାର: ‘ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛା ୨୦୩୬ ଅଲିମ୍ପିକ୍ସରେ ଓଡ଼ିଶା ଖେଳାଳି ଜିତନ୍ତୁ ବ୍ୟକ୍ତିଗତ…

ଭୁବନେଶ୍ୱର: ଓଡ଼ିଶାରେ କ୍ରୀଡ଼ାର ସର୍ବବିଧ ଉନ୍ନତି ସହ ଖେଳ ଓ ଖେଳାଳିଙ୍କ ବିକାଶ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିଗଦର୍ଶନରେ କାର୍ଯ୍ୟକାରୀ ହେଉଛି । ଆଗାମୀ ୨୦୩୬ ମସିହାରେ ଭାରତରେ ଅନୁଷ୍ଠିତ ହୋଇପାରେ ଅଲିମ୍ପିକ କ୍ରୀଡ଼ା । ଦେଶରେ ଅଲିମ୍ପିକ ହେଉଥିଲା ବେଳେ ସେଥିରେ ବ୍ୟକ୍ତିଗତ ମେଡାଲ…

ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ ପାଳିତ: ଖେଳାଳି ଓ ଖେଳ ସାମ୍ବାଦିକ ପରସ୍ପର ପରିପୂରକ

ଭୁବେନଶ୍ବର: ଜଣେ ଖେଳାଳି ପାଇଁ କ୍ରୀଡ଼ା ସାମ୍ବାଦିକ ଯେତିକି ଗୁରୁତ୍ୱପୂର୍ଣ୍ଣ, କ୍ରୀଡ଼ା ସାମ୍ବାଦିକଙ୍କ ପାଇଁ ମଧ୍ୟ ଖେଳାଳିଙ୍କ ଗୁରୁତ୍ୱ ସେହିପରି । ଉଭୟଙ୍କ ଜନମାନସରେ ପ୍ରଚାର ପାଇଁ ପରସ୍ପରର ଆବଶ୍ୟକତା ରହିଛି । ଖେଳ ଦୁନିଆ ଏବଂ କ୍ରୀଡ଼ା ସାମ୍ବାଦିକତା ପରସ୍ପର ଠାରୁ ଭିନ୍ନ ନୁହଁନ୍ତି…

ଓଡିଶା କ୍ରୀଡା ସାମ୍ବାଦିକ ସଂଘର (ଓସ୍‌ଜା) ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: ଓଡିଶାରେ କ୍ରୀଡର ପ୍ରସାର ଦିଗରେ କ୍ରୀଡା ସାମ୍ବାଦିକଙ୍କର ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା । ସମସ୍ତ ପ୍ରକାରର ସରକାରୀ ତଥା ବେସରକାରୀ ସ୍ତରୀୟ କ୍ରୀଡା ଆୟୋଜନକୁ ସାଧାରଣ ଲୋକଙ୍କ ନିକଟରେ ପହଂଚାଇବାକୁ କ୍ରୀଡା ସାମ୍ବାଦିକ ସାଜିଥାନ୍ତି ବାର୍ତ୍ତାବାହକ । ତେଣୁ କ୍ରୀଡା…