Latest Odisha News

BREAKING NEWS

Browsing Tag

OSL

ଶିଳ୍ପପତି ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତ ମିଶ୍ର ସିବିଆଇ ଦ୍ୱାରା ଗିରଫ

ଭୁବନେଶ୍ୱର: ପାରାଦୀପ ପୋର୍ଟ ଲାଞ୍ଚ କାରବାର ମାମଲାରେ ଶିଳ୍ପପତି ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତ ମିଶ୍ର ଗିରଫ । ଭୋର ସକାଳୁ ଚର୍ଚ୍ଚିତ ସିବିଆଇ ନିକଟରେ ଜେରା ପାଇଁ ହାଜର ହୋଇଥିଲେ । ପଚରା ଉଚୁରା ପରେ ସିବିଆଇ ତାଙ୍କୁ ଅଭିଯୁକ୍ତ ଦର୍ଶାଇ ଗିରଫ କରିଛି । ଚର୍ଚ୍ଚିତ ମହିମାଙ୍କ କମ୍ପାନୀ…

ବିଶିଷ୍ଟ ଶିଳ୍ପପତି ମହିମା ମିଶ୍ରଙ୍କ ଘରେ ସିବିଆଇ ଚଢ଼ାଉ

ପାରାଦୀପ: ସିବିଆଇ ସ୍କାନରରେ ବିଶିଷ୍ଟ ଶିଳ୍ପପତି ମହିମା ମିଶ୍ର । ଶିଳ୍ପପତି ମହିମା ମିଶ୍ରଙ୍କ ଘର ଓ ଅଫିସରେ ସିବିଆଇ ଚଢ଼ାଉ କରିଛି । କଟକ ଓ ପାରାଦୀପର ବିଭିନ୍ନ ସ୍ଥାନରେ ଏକକାଳୀନ ଛାନିଭିନ୍ କରୁଛି ସିବିଆଇ ଟିମ୍‌ । କଟକ ଓଡ଼ିଆ ବଜାର ସ୍ଥିତ ମହିମା ମିଶ୍ରଙ୍କ ଘର ସହ କଟକ ଲିଙ୍କ୍ ରୋଡ୍…

ମୋ ସ୍କୁଲ୍ ଅଭିଯାନ; ସ୍କୁଲଗୁଡିକୁ ଉନ୍ନତ ସୁବିଧା ଯୋଗାଇବା ପାଇଁ ୨୦ ଲକ୍ଷ ଟଙ୍କା ସହାୟତା ପ୍ରଦାନ କଲା ଓଏସ୍‌ଏଲ୍‌

କଟକ: OSL ରାଜ୍ୟ ସରକାରଙ୍କ ଦ୍ବାରା ଆରମ୍ଭ ହୋଇଥିବା “ମୋ ସ୍କୁଲ୍ ଅଭିଯାନ ପରିଚାଳନା ସଂଗଠନ' (MSAPS) ଅଧୀନରେ କଟକ ଜିଲ୍ଲାର ବିଦ୍ୟାଳୟଗୁଡିକୁ ସହାୟତା ପ୍ରଦାନ କରିଛି। ଓଡିଶା ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ଦ୍ୱାରା MSAPS ହେଉଛି ଏକ ପଦକ୍ଷେପ ଯାହା ସାରା ରାଜ୍ୟରେ…

ଓଏସ୍‍ଏଲ ପକ୍ଷରୁ ଏକ ଲକ୍ଷ ମାସ୍କ ମାଗଣା ବଣ୍ଟନ ନିଷ୍ପତ୍ତି

କଟକ: ଓଡିଶା ଷ୍ଟିଭେଡର୍ସ ଲିମିଟେଡ୍ (ଓଏସ୍‌ଏଲ୍‌) ଲୋକମାନଙ୍କ ମଧ୍ୟରେ ଏକ ଲକ୍ଷ ମାସ୍କ ମାଗଣାରେ ବଣ୍ଟନ କରିବାକୁ ନିଷ୍ପତ୍ତି ନେଇଛି । କୋଭିଡ ମହାମାରୀ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୧୪ ଦିନିଆ ମାସ୍କ ଅଭିଯାନ ଆହ୍ୱାନକୁ ପାଳନ କରିବାକୁ ଯାଇ ଓଏସ୍‍ଏଲ୍‍ ପୁରୁଷ ଓ…