Latest Odisha News

BREAKING NEWS

Browsing Tag

Oxford Covid vaccine trial

ଆଜିଠୁ କୋଭିସିଲ୍ଡର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ

ନୂଆଦିଲ୍ଲୀ: ଅକ୍ସଫୋର୍ଡ ୟୁନିର୍ଭସିଟି ଏବଂ ସେରମ ଇନଷ୍ଟିଚ୍ୟୁଟ ଦ୍ୱାରା ପୁନେରେ ବିକଶିତ କୋଭିସିଲ୍ଡର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଆଜିଠାରୁ ଆରମ୍ଭ ହେବ । ପୁଣେର ସାସୁନ ଜେନାଲ ହସ୍ପିଟାଲରେ ଏହି ଟିକାର ପରୀକ୍ଷଣ କରାଯିବ । ଏନେଇ ହସ୍ପିଟାଲର ଡିନ୍ ଡକ୍ଟର ମୁରଲୀଧର ତାମ୍ବେ ସୂଚନା…

ଭଲ ଖବର, ପୁଣି ଆରମ୍ଭ ହେଲା ଅକ୍ସଫୋର୍ଡର କରୋନା ଟିକା ଟ୍ରାଏଲ

ନୂଆଦିଲ୍ଲୀ: ପୁଣି ଆରମ୍ଭ ହେଲା କରୋନା ଟିକାର ପରୀକ୍ଷଣ । ଅକ୍ସଫୋର୍ଡ କରୋନା ଟିକାର ପରୀକ୍ଷଣକୁ ସାମୟିକ ସ୍ଥଗିତ ରଖାଯାଇଥିବା ବେଳେ ଏବେ ପୁଣି ପରୀକ୍ଷଣ ଆରମ୍ଭ ହୋଇଛି । ବର୍ତ୍ତମାନ ଟିକା ସୁରକ୍ଷିତ ଥିବା ନେଇ ମେଡିସିନସ ହେଲଥ ରେଗୁଲେଟରୀ ଅଥୋରିଟି ଅନୁମତି ଦେବା ପରେ ବ୍ରିଟେନରେ ଟିକାର…

ଭାରତରେ ବନ୍ଦ ହେଲା କରୋନା ଟିକା ଟ୍ରାଏଲ

ନୂଆଦିଲ୍ଲୀ: ଅକ୍ସଫୋର୍ଡ କରୋନା ଟିକାରେ ଲାଗିଲା ବ୍ରେକ୍ । ଭାରତରେ କରୋନ ଟିକା ପରୀକ୍ଷଣ ସାମୟିକ ଭାବେ ବନ୍ଦ ହୋଇଛି । ପରୀକ୍ଷଣ ବନ୍ଦ ନେଇ ସେରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ସୂଚନା ଦେଇଛି । ଡିସିଜିଆଇର ପରବର୍ତ୍ତୀ ନିର୍ଦ୍ଦେଶ ଅନୁସାରେ ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି ।…

ଭାରତରେ କାହିଁକି ସ୍ଥଗିତ ହେବନି ଅକ୍ସଫୋର୍ଡ ଟିକାର ଟ୍ରାଏଲ ? ସେରମକୁ DCGIର ନୋଟିସ୍

ନୂଆଦିଲ୍ଲୀ: ଭାରତରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର କରୋନା ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ କରୁଛି ସେରମ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆକୁ କାରଣ ଦର୍ଶାଅ ନୋଟିସ୍ । ଡ୍ରଗ୍ସ କଣ୍ଟ୍ରୋଲ ଜେନେରାଲ୍ ଅଫ୍ ଇଣ୍ଡିଆ ବା DCGI ପକ୍ଷରୁ ନୋଟିସ୍ ଜାରି ହୋଇଛି । ଯେଉଁଥିରେ ଉଲ୍ଲେଖ ରହିଛି, ଭ୍ୟାକସିନ୍…