[ଭିଡିଓ] ପ୍ରଶାନ୍ତ ମହାସାଗର ଉପରେ କ’ଣ ଉଡୁଥିଲା, ୟୁଏଫ୍ଓ ନା ଆଉ କିଛି ?
ଭୁବନେଶ୍ୱର: ଏଲିଅନ୍ସକୁ ନେଇ ମାନବ ଜାତି ମନରେ ରହିଛି ଅସରନ୍ତି ପ୍ରଶ୍ନ ଓ କୌତୁହଳ । ଅନେକ ସମୟରେ ଭିନ୍ନଭିନ୍ନ ଲୋକ ଏଲିଅନ୍ସ କିମ୍ବା ୟୁଏଫ୍ଓ ଦେଖିଥିବା ନେଇ ଦାବି କରିଆସିଛନ୍ତି । ହେଲେ କେବେ ବି ସେମାନଙ୍କ ଦାବିକୁ ବିଜ୍ଞାନ ସହଜରେ ଗ୍ରହଣ କରିପାରିନି । ତେବେ ନିକଟରେ ୟୁଏଫ୍ଓ…