ପଦ୍ମ ପୁରସ୍କାର-୨୦୨୫: ସ୍ତ୍ରୀ ରୋଗ ବିଶେଷଜ୍ଞ ଓ ଚାଷୀଙ୍କୁ ମିଳିବ ପଦ୍ମଶ୍ରୀ
ନୂଆଦିଲ୍ଲୀ: କେନ୍ଦ୍ର ସରକାର ପଦ୍ମ ପୁରସ୍କାର ୨୦୨୫ ଘୋଷଣା କରିଛନ୍ତି । ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଏବଂ ପଦ୍ମଶ୍ରୀ ଦେଶର ସର୍ବୋଚ୍ଚ ବେସାମରିକ ପୁରସ୍କାର ମଧ୍ୟରୁ ଅନ୍ୟତମ । ଡ. ନୀରଜା ଭଟଲା, ଭୀମ ସିଂ ଭବେଶ, ପି ଦଚନମୂର୍ତ୍ତି ଏବଂ ଏଲ୍ ହ୍ୟାଙ୍ଗଥିଙ୍ଗଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ…