Latest Odisha News

BREAKING NEWS

Browsing Tag

Painting

ଶିଳ୍ପୀ ଗଜେନ୍ଦ୍ର ସାହୁଙ୍କ ୪୫ ବର୍ଷର ସୃଜନୀକୁ ନେଇ ଦିଲ୍ଲୀରେ ଏକକ ଚିତ୍ର କଳା ପ୍ରଦର୍ଶନୀ

ନୂଆଦିଲ୍ଲୀ: ସୁନାମଧନ୍ୟ ଚିତ୍ର ଶିଳ୍ପୀ ଗଜେନ୍ଦ୍ର ପ୍ରସାଦ ସାହୁଙ୍କର ଏକକ ଚିତ୍ର କଳା ପ୍ରଦର୍ଶନୀ ନୂଆଦିଲ୍ଲୀସ୍ଥିତ ଇଣ୍ଡିଆ ହାବିଟାଟ୍ ସେଣ୍ଟରର ଭିଜୁଆଲ ଆର୍ଟ ଗ୍ୟାଲେରୀଠାରେ ଉଦଘାଟିତ ହୋଇଯାଇଛି । ଶ୍ରୀ ସାହୁଙ୍କର ଦୀର୍ଘ ୪୫ ବର୍ଷର କଳାକୃତି ଓ ସୃଜନଶୀଳ ଉପଲବ୍ଧିକୁ ଏଠାରେ ପ୍ରଦର୍ଶନ…

ଓଲଟା ମା‘ ଦୁର୍ଗାଙ୍କ ଚିତ୍ର ଆଙ୍କି ଚର୍ଚ୍ଚାରେ ଯୁବଶିଳ୍ପୀ ଆୟୁଷ୍‌

ପୁରୀ : ପୁଣି ଓଲଟା ଦ୍ରୁତ ଚିତ୍ର ଆଙ୍କି ଚର୍ଚ୍ଚାରେ ପୁରୀର ଯୁବଶିଳ୍ପୀ ଆୟୁଷ୍ ମହାପାତ୍ର। ପବିତ୍ର ବିଜୟାଦଶମୀ ଅବସରରେ ମା ଦୁର୍ଗାଙ୍କର ସ୍ପିଡ୍ ପେଣ୍ଟିଂ କରିଥିଲେ ଆୟୁଷ୍ । ମା ଦୁର୍ଗାଙ୍କ ଭଜନରୁ ଆୟୁଷ ରିଭର୍ସ ସ୍ପିଡ୍‌ ପେଣ୍ଟିଙ୍ଗ ଆରମ୍ଭ କରିଥିଲେ ଏବଂ ଭଜନ ଶେଷ ହେବା କ୍ଷଣି ଆୟୁଷଙ୍କ…

ଚତୁର୍ଥ ଅନ୍ତର୍ଜାତୀୟ ଶିଶୁ ଚିତ୍ରକଳା ପ୍ରଦର୍ଶନୀ ଉଦଘାଟିତ

ଭୁବନେଶ୍ୱର :  ଧଉଳି କଳା ମହୋତ୍ସବ ଅବସରରେ ଧଉଳି ଚାରୁକଳା ମହାବିଦ୍ୟାଳୟ ଦ୍ୱାରା ଆୟୋଜିତ ଚତୁର୍ଥ ଅନ୍ତର୍ଜାତୀୟ ଶିଶୁ ଚିତ୍ରକଳା ପ୍ରଦର୍ଶନୀ-୨୦୨୧ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଧର୍ମପଦ ପୁରସ୍କାର ପ୍ରାପ୍ତ ଶିଳ୍ପୀ ବିନୋଦ ମହାରଣା , ଧଉଳି ସରପଞ୍ଚ…

ଜାତୀୟ ଜନଜାତି କଳାବସ୍ତୁ ମେଳାରେ ଜମୁଛି ଭିଡ, ଚାହିଦାରେ ଲାଖ ଚୁଡି ଓ ଚିତ୍ରକଳା

ଭୁବନେଶ୍ୱର: 'ଜାତୀୟ ଜନଜାତି କଳାବସ୍ତୁ ମେଳା' ୨୦୧୯ ତଥା ଏହାର ୮ମ ସଂସ୍କରଣ ରାଜଧାନୀ ଭୁବନେଶ୍ୱରର ଜନଜାତି ସଂଗ୍ରହାଳୟ ଠାରେ ଅନୁଷ୍ଠିତ ହେଉଛି । ୭ଦିନ ଧରି ଅନୁଷ୍ଠିତ ହେଉଥିବା ଏହି ମେଳା ଅନୁସୂଚିତ ଜାତି ଓ ଜନଜାତି ଗବେଷଣା ଏବଂ ପ୍ରଶିକ୍ଷଣ ପ୍ରତିଷ୍ଠାନ ଓ ଏସଟି ଏସସି ରାଜ୍ୟ ବିକାଶ…