ଲହୁଲୁହାଣ ଭାବେ ନଜର ଆସିଲେ ପରିଣୀତି
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ଲହୁଲୁହାଣ ହୋଇଥିବା ଏକ ଫଟୋ ନଜରକୁ ଆସିଛି । ମୁଣ୍ଡରରୁ ରକ୍ତ ଦେହ ଖଣ୍ଡିଆ ଖାବରା, ଦେଖିଲେ ଦେହ ଶିତେଇ ଉଠୁଛି ।
ରିୟଲ ନୁହେଁ ରିଲ ପାଇଁ ପରିଣୀତିଙ୍କର ଏହି ଅବତାର । ପରିଣୀତିଙ୍କ ଅପକମିଂ ସିନେମା ‘ଦ ଗର୍ଲ ଅନ୍ ଦ ଟ୍ରେନ୍’ର ପ୍ରଥମ…