Latest Odisha News

BREAKING NEWS

Browsing Tag

partial lockdown in odisha

ରାଜ୍ୟରେ ଜୁଲାଇ ୧୬ ଯାଏ ଆଂଶିକ ଲକ୍‌ଡାଉନ୍‌

ଭୁବନେଶ୍ବର: ସାରା ରାଜ୍ୟରେ ଜୁଲାଇ ୬ ଯାଏ ଆଂଶିକ ଲକ୍‌ଡାଉନ୍ ଲାଗୁ କରାଯାଇଛି। ଜୁଲାଇ ୧ ସକାଳ ୬ଟାରୁ ଜୁଲାଇ ୧୬ ସକାଳ ୬ଟା ଯାଏ ଏହା ଲାଗୁ ହେବ। ୱିକେଣ୍ଡ ସଟ୍‌ଡାଉନ୍‌ କେବଳ ୧୦ଟି ଜିଲ୍ଲାରେ ଜାରି ରହିବ ବୋଲି ଆଜି ମୁଖ୍ୟ ଶାସନ ସଚିବ ଘୋଷଣା କରିଛନ୍ତି। ସମଗ୍ର ରାଜ୍ୟରେ ସନ୍ଧ୍ୟ‌ା…

ଆଜିଠୁ ରାଜ୍ୟରେ ଆଂଶିକ ଲକଡାଉନ୍: ସ୍ୱାଭାବିକ ହେଉଛି ଜୀବନ ଜୀବିକା

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ଆଂଶିକ ଲକଡାଉନ୍ । କମ୍ ସଂକ୍ରମଣ ହାର ଥିବା ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର କାଟାଗୋରୀ-‘ଏ’ରେ ଥିବା ୧୭ ଜିଲ୍ଲାରେ ଆଂଶିକ କଟକଣା ରହିଛି । ସେହିପରି ସଂକ୍ରମଣ ହାର ଅଧିକ ଥିବା ଉପକୂଳର ୧୩ ଜିଲ୍ଲାରେ ଆଂଶିକ କୋହଳ ହୋଇଛି । ଆଜିଠାରୁ ଜୁଲାଇ ୧ ତାରିଖ ଯାଏ ଆଂଶିକ…

ରାଜ୍ୟରେ ଆଂଶିକ କୋହଳ ହେଲା କଟକଣା, କେଉଁଠି ଖୋଲିବ, କେଉଁଠି ପଡ଼ିବ ତାଲା, ଜାଣନ୍ତୁ

ଭୁବନେଶ୍ବର : ରାଜ୍ୟରେ ସାମାନ୍ୟ କୋହଳ ହେଲା ଲକଡାଉନ୍‌ କଟକଣା । ଜୁଲାଇ ପହିଲା ଯାଏଁ ରାଜ୍ୟରେ ଲାଗୁ ହେବ ଆଂଶିକ ଲକ୍‌ଡାଉନ୍ । ଏନେଇ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ତେବେ ନୂଆ ଗାଇଡଲାଇନ୍ ଅନୁସାରେ ରାଜ୍ୟର ସମସ୍ତ ଜିଲ୍ଲାକୁ ଦୁଇଟି କାଟେଗୋରୀରେ…

ଲକ୍‌ଡାଉନ୍‌ କଟକଣାକୁ ଆଂଶିକ କୋହଳ କଲେ ରାଜ୍ୟ ସରକାର; ୧୭ ଜିଲ୍ଲାରେ ସକାଳ ୬ରୁ ସନ୍ଧ୍ୟା ୫ ଯାଏ ଖୋଲା ରହିବ ଦୋକାନ

ଭୁବନେଶ୍ୱର: ସମ୍ପୂର୍ଣ୍ଣ ଲକ୍‌ଡାଉନକୁ ଆଂଶିକ କୋହଳ କଲେ ରାଜ୍ୟ ସରକାର। ଓଡିଶା ସରକାର ବୁଧବାର ଦିନ ଜୁଲାଇ ୧ ସକାଳ ୫ଟା ପର୍ଯ୍ୟନ୍ତ ଏହି କଟକଣା ଲାଗୁ କରିଛନ୍ତି। ୧୭ ଟି ଜିଲ୍ଲାରେ ସକାଳ ୭ ଟାରୁ ସନ୍ଧ୍ୟା ୫ ଟା ଯାଏ ଦୋକାନ ଖୋଲା ରହିବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର…