Latest Odisha News

BREAKING NEWS

Browsing Tag

passes away

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟପାଲ ରେଡ୍ଡୀଙ୍କ ଦେହାନ୍ତ

ହାଇଦ୍ରାବାଦ: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟପାଲ ରେଡ୍ଡୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ରବିବାର ଦିନ ହାଇଦ୍ରାବାଦରେ ଦେହାନ୍ତ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା । ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟନୁଯାୟୀ ସେ ଦୀର୍ଘ ଦିନ ଧରି…

ପୂର୍ବତନ ରାଜ୍ୟ ଜୁନିୟର୍ କ୍ରିକେଟର ବିନୟ ବିଶ୍ୱାଳଙ୍କ ଦେହାନ୍ତ

ଭୁବନେଶ୍ୱର : କ୍ୟାନସରରେ ପିଡିତ ପୂର୍ବତନ ରାଜ୍ୟ ଜୁନିୟର କ୍ରିକେଟର ବିନୟ ବିଶ୍ୱାଳଙ୍କ ଜୁନ୍ ୨ ତାରିଖରେ ଦେହାନ୍ତ ଘଟିଛି । ଓଡିଶା କ୍ରିକେଟ୍ ଜଗତରେ ସେ ଚିଣ୍ଟୁ ନାମରେ ବେଶ ଜଣାଶୁଣା । ସେ ମଧ୍ୟକ୍ରମରେ ନିଜ ଧୁଆଁଧାର ବ୍ୟାଟିଂ ଓ ତୀକ୍ଷ୍ନ ଅଫ୍ ସ୍ପିନ୍ ବୋଲିଂ ଲାଗି ବେଶ୍ ପରିଚିତି…

ଆରପାରିରେ ଦାମୋଦର ରାଉତଙ୍କ ପତ୍ନୀ ସ୍ନେହଲତା

ଭୁବନେଶ୍ୱର : ବିଜେପି ନେତା ଦାମୋଦର ରାଉତଙ୍କ ଧର୍ମପତ୍ନୀ ସ୍ନେହଲତା ମହାପାତ୍ରଙ୍କ ଚିକିତ୍ସାଧିନ ଅବସ୍ଥାରେ ଗୁରୁବାର ସକାଳେ ଭୁବନେଶ୍ୱରର ଆପୋଲୋ ହସ୍ପିଟାଲରେ ଦେହାନ୍ତ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ସ୍ୱର୍ଗତଃ ସ୍ନେହଲତା ଦୀର୍ଘ ୬ମାସ ହେବ ଅସୁସ୍ଥ ହୋଇ…