Latest Odisha News
Browsing Tag

Patnagarh

ପାଟଣାଗଡ଼ ଓ କୁଚିଣ୍ଡାରେ ଖୋଲାଯିବ ନୂଆ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ

ଭୁବନେଶ୍ୱର: ସମ୍ବଲପୁରର କୁଚିଣ୍ଡା ଓ ବଲାଙ୍ଗିରର ପାଟଣାଗଡ଼ ଠାରେ ଦୁଇଟି ନୂତନ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ (ITI) ଖୋଲାଯିବ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏହାଦ୍ୱାରା ଏହି ଜନଜାତି ବହୁଳ ଅଞ୍ଚଳର ଯୁବ ସମାଜ ବିଶେଷ ଭାବରେ ଉପକୃତ ହେବେ । କୁଚିଣ୍ଡାରେ…

ମରିଗଲା ମାନବିକତା: କେହି ଛୁଇଁଲେନି ଶବ, ଶଗଡ଼ରେ ଲଦି ମଶାଣି ନେଲା ପୁଅ

ବଲାଙ୍ଗିର: ଅନ୍ୟ ଜାତିରେ ବାହା ହୋଇଥିବାରୁ ମୃତଦେହକୁ କାନ୍ଧ ଦେଲେନାହିଁ ସମ୍ପର୍କୀୟ । କାନ୍ଧ ଦେବା ଦୂରର କଥା, ଶବକୁ ଆଡ଼ଆଖିରେ ଚାହିଁଲେ ନାହିଁ । ସାହି ପଡ଼ିଶା ବି ପାଖ ମାଡ଼ିଲେ ନାହିଁ । ଶେଷରେ ଅନ୍ୟ ଉପାୟ ନପାଇ ନାବାଳକ ପୁଅ ବାପାଙ୍କର ଶବ ସତ୍କାର କରିବାକୁ ଶଗଡ଼ ଗାଡ଼ିର ସାହାରା…

ତୃତୀୟ ବାର୍ଷିକ କଳା ପ୍ରତିଭା ମହାସମ୍ମିଳନୀ ପାଳିତ

ବଲାଙ୍ଗିର: ପାଟଣାଗଡ,ପଶ୍ଚିମ ଓଡିଶା ଲୋକକଳା ପୁନରୁଦ୍ଧାର ପରିଷଦ ବଲାଙ୍ଗିରର ତୃତୀୟ ବାର୍ଷିକ କଳା ପ୍ରତିଭା ମହାସମ୍ମିଳନୀ ମାଁ ପାଟଣେଶ୍ୱରୀ ମହାବିଦ୍ୟାଳୟ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ଲୋକକବି ହଲଧର ନାଗ, ସମ୍ମାନୀତ ଅତିଥି ଭାବେ…

ବନ୍ଦ ଘରୁ ଗୋଟିଏ ପରିବାରର ୬ ଜଣଙ୍କ ମୃତଦେହ ଉଦ୍ଧାର

ବଲାଙ୍ଗିର: ପାଟଣାଗଡ଼ ଅଞ୍ଚଳରେ ଚାଞ୍ଚଲ୍ୟ । ସଅଁରାପଡ଼ାରେ ଗୋଟିଏ ଘର ଭିତରୁ ୬ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ମୃତକମାନେ ସମସ୍ତେ ଗୋଟିଏ ପରିବାରର ସଦସ୍ୟ ବୋଲି ଜଣା ପଡିଛି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛି ପୋଲିସ । ପୋଲିସ ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ତେବେ…