Latest Odisha News

BREAKING NEWS

Browsing Tag

Personal Data

ଫୋନର ଏହି ପାସୱାର୍ଡକୁ ଭୁଲରେ ବି ରଖନ୍ତୁ ନାହିଁ, ପର୍ସନାଲ ଡାଟା ହେବ ହ୍ୟାକ୍

ଭୁବନେଶ୍ବର:ଆପଣଙ୍କ ପାସୱାର୍ଡ କେତେ ସୁରକ୍ଷିତ ତାହା ଆପଣ ଜାଣନ୍ତି କି? କିଛି ପାସୱାର୍ଡ ଏତେ ଦୁର୍ବଳ ଥାଏ ଯେ ସେଗୁଡିକ ସହଜରେ ହ୍ୟାକ୍ ହୋଇପାରେ । କିନ୍ତୁ ପାସୱାର୍ଡ ତିଆରି କରିବା ପୂର୍ବରୁ, ଏହା କେତେ ଷ୍ଟ୍ରଙ୍ଗ ତାହା ବିଷୟରେ ଆମେ କେବେ ଚିନ୍ତା କରୁ କି? ସରକାର ମଧ୍ୟ ଏ ବିଷୟରେ ସୂଚନା…

୭୦ କୋଟି ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି କରିଥିବା ଅଭିଯୁକ୍ତ ଗିରଫ

ହାଇଦ୍ରାବାଦ: ପାଖାପାଖି ୭୦ କୋଟି ଲୋକ ଓ ସଂସ୍ଥାର ବ୍ୟକ୍ତିଗତ ତଥ୍ୟ ଚୋରି କରିଥିବା ଅଭିଯୁକ୍ତକୁ ଗିରଫ କରିଛି ସାଇବରାବାଦ ପୋଲିସ । ଗିରଫ ବ୍ୟକ୍ତି ଜଣଙ୍କ ୨୪ ରାଜ୍ୟ ଏବଂ ୮ଟି ବଡ଼ ବଡ଼ ସହରର ୬୬.୯ କୋଟି ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି କରିଥିଲେ । ପୋଲିସ ସୂଚନା ଅନୁସାରେ, ଗିରଫ…