Latest Odisha News
Browsing Tag

Pfizer Vaccination

ଫାଇଜର ଟିକା କମ୍ ପ୍ରଭାବଶାଳୀ କିନ୍ତୁ ଭାରତୀୟ ଷ୍ଟ୍ରେନ୍‌ରୁ ଏହା ରକ୍ଷା କରିଥାଏ

ନୂଆଦିଲ୍ଲୀ: ଫ୍ରାନ୍ସର ପାଷ୍ଟ୍ୟୁର୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ ଅନୁଯାୟୀ, ଫାଇଜର ଟିକା ସାମାନ୍ୟ କମ୍ ପ୍ରଭାବଶାଳୀ କିନ୍ତୁ ଭାରତରେ ଦେଖାଦେଇଥିବା କରୋନା ଷ୍ଟ୍ରେନ୍‌ରୁ ରକ୍ଷା କରୁଥିବା ଜଣାପଡ଼ିଛି। ତଥ୍ୟ ଅନୁଯାୟୀ, ଫାଇଜର ଟିକା କମ୍‌ ପ୍ରଭାବଶାଳୀ ହେଲେ ବି…

‘ସ୍ପୁଟ୍‌ନିକ ଭି’ ପରେ ଜୁଲାଇରେ ଭାରତକୁ ମିଳିପାରେ ଆଉ ଏକ ବିଦେଶୀ ଟିକା

ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ମାସରୁ ଭାରତୀୟଙ୍କୁ ମିଳିପାରେ ଫାଇଜର୍‌ ଟିକା। ଏ ନେଇ ନୀତି ଆୟୋଗ ସଦସ୍ୟ (ସ୍ୱାସ୍ଥ୍ୟ) ଭି.କେ ପଲ୍‌ କହିଛନ୍ତି ଯେ ଆମେ ଫାଇଜର ସହିତ ଆଲୋଚନା ଜାରି ରଖିଛୁ ଏବଂ ବିଦେଶୀ ଟିକା ନିର୍ମାତା କମ୍ପାନି ଆସନ୍ତା ମାସରେ ଏକ ନିର୍ଦ୍ଦିଷ୍ଟ ପରିମାଣର ଟିକା ଉପଲବ୍ଧ…

ଭାରତକୁ ପ୍ରାୟ ୭୦ ମିଲିୟନ ଡଲାର ମୂଲ୍ୟର ଚିକିତ୍ସା‌ ସାମଗ୍ରୀ ପଠାଇବ ଫାଇଜର

ନୂଆଦିଲ୍ଲୀ: ଗ୍ଲୋବାଲ ଫାର୍ମା ପ୍ରମୁଖ ଫାଇଜର ପ୍ରାୟ ୭୦ ମିଲିୟନ ଡଲାର ମୂଲ୍ୟର ଚିକିତ୍ସା‌ରେ ବ୍ୟବହୃତ ଔଷଧ ଭାରତ ପଠାଇବ। ଏ ନେଇ କମ୍ପାନୀର ଚେୟାରମ୍ୟାନ୍ ତଥା ସିଇଓ ଆଲବର୍ଟ ବୋର୍ଲା କହିଛନ୍ତି। ସେ ଭାରତରେ ଥିବା କୋଭିଡ-୧୯ ପରିସ୍ଥିତିକୁ ନେଇ ଗଭୀର ଭାବରେ ଚିନ୍ତିତ ବୋଲି…

ବିଶ୍ୱବାସୀଙ୍କ ପାଇଁ ଆଉ ଏକ ଖୁସି ଖବର; କରୋନା ନୂଆ ଷ୍ଟ୍ରେନ୍ ବିରୋଧରେ ଫାଇଜର ଟିକା ମଧ୍ୟ ପ୍ରଭାବଶାଳୀ

ନ୍ୟୁୟର୍କ: ବ୍ରିଟେନ ଏବଂ ଦକ୍ଷିଣ ଆଫ୍ରିକାରେ ଦେଖାଦେଇଥିବା ନୂଆ କରୋନା ଷ୍ଟ୍ରେନ୍‌କୁ ନେଇ ଏକ ଆଶ୍ବସ୍ତିକର ଖବର ପ୍ରକାଶ ପାଇଛି। ଆମେରିକାର ଔଷଧ ନିର୍ମାତାଙ୍କ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ ଅନୁଯାୟୀ, ଫାଇଜର ଇନକର୍ ଏବଂ ବାୟୋନୋଟେକ୍ ଟିକା ଏହା ବିରୁଦ୍ଧରେ ପ୍ରଭାବଶାଳୀ ବୋଲି…

ଆଜିଠୁ ବ୍ରିଟେନରେ କରୋନା ଟିକାକରଣ, ଲୋକଙ୍କୁ ଦିଆଯିବ ଫାଇଜର୍ ଟିକା

ଲଣ୍ଡନ: ଆଜିଠୁ ବ୍ରିଟେନରେ ଆରମ୍ଭ ହେଉଛି କରୋନା ଟିକାରରଣ ଅଭିଯାନ । ଲୋକଙ୍କୁ ଦିଆଯିବ ଚଲସଚ୍ଛରr / ଈସକ୍ଟଘକ୍ଟଗ୍ଧରମଷ ଦ୍ୱାରା ଉତ୍ପାଦିତ ଟିକା । ଫାଇଜର ଟିକାକୁ ବ୍ୟବହାର କରୁଥିବା ପ୍ରଥମ ଦେଶ ହେବ ବ୍ରିଟେନ । ସରକାର କହିଛନ୍ତି, ଏହି ଟିକା ପ୍ରଥମେ ଡାକ୍ତରଖାନାରେ ଯୋଗାଇ ଦିଆଯିବ । ପରେ…