Latest Odisha News

BREAKING NEWS

Browsing Tag

PMModi

ପିଏମ୍‌ ମୋଦୀଙ୍କ ସୁରକ୍ଷା ତ୍ରୁଟି; ସ୍ବତନ୍ତ୍ର କମିଟି ଗଠନ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ପୂର୍ବତନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଛନ୍ତି। ମାମଲାର ଶୁଣାଣି ସମୟରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଡିଜି ଏବଂ…

କାଶୀ ବିଶ୍ୱନାଥ ଧାମର କର୍ମଚାରୀଙ୍କୁ ମୋଦୀଙ୍କ ବିଶେଷ ଉପହାର

ନୂଆଦିଲ୍ଲୀ: କାଶୀ ବିଶ୍ୱନାଥ ଧାମରେ ​​କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀରୁ କିଛି ଖାସ୍‌ ଉପହାର ପଠାଇଛନ୍ତି। ମନ୍ଦିରରେ କାମ କରୁଥିବା ଲୋକଙ୍କ ପାଇଁ ଚପଲ ପିନ୍ଧିବା ନିଷେଧ ରହିଥାଏ। ଏଥିପାଇଁ ବିଶେଷ କରି ଶୀତଋତୁରେ ସେମାନଙ୍କୁ ଅସୁବିଧାର ସମ୍ମୁଖୀନ…

ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରି ଦେଶବ୍ୟାପି ମହାମୃତ୍ୟୁଞ୍ଜୟ ମନ୍ତ୍ରପାଠର ଶୁଭାରମ୍ଭ କଲେ ବୈଜୟନ୍ତ ପଣ୍ଡା

ଭୁବନେଶ୍ବର / ନୂଆଦିଲ୍ଲୀ: ଗତ କାଲି ପଞ୍ଜାବ ଗସ୍ତରେ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କର ସୁରକ୍ଷା ବ୍ୟବସ୍ଥାରେ ଦେଖାଯାଇଥିବା ବ୍ୟାପକ ତ୍ରୂଟି ଓ ତାଙ୍କ ଜୀବନ ପ୍ରତି ସୃଷ୍ଟି ହୋଇଥିବା ବିପଦ ପ୍ରସଙ୍ଗରେ ତାଙ୍କର ଦୀର୍ଘାୟୁ କାମନା କରି ଆଜି ବିଜେପି ତରଫରୁ ଦେଶବ୍ୟାପି…

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ଉଲ୍ଲଘଂନ; ଆସନ୍ତାକାଲି ସୁପ୍ରିମକୋର୍ଟରେ ହୋଇପାରେ ଶୁଣାଣି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ବ୍ୟବସ୍ଥା ଉଲ୍ଲଘଂନ ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ପଞ୍ଜାବର ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ସର୍ବୋଚ୍ଚ ସୁରକ୍ଷା ବ୍ୟବସ୍ଥା ବାଧ୍ୟତାମୂଳକ ଥିଲା। ସୁପ୍ରିମକୋର୍ଟରେ…

ପଞ୍ଜାବ ରାଲି; ଫ୍ଲାଏ ଓଭରରେ ୨୦ ମିନିଟ୍ ଅଟକିଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପଞ୍ଜାବ ଗସ୍ତ ସମୟରେ ସୁରକ୍ଷା ବ୍ୟବସ୍ଥାରେ ଗମ୍ଭୀର ତ୍ରୁଟି ପରିଲକ୍ଷିତ ହୋଇଛି। ମୋଦୀ ଆଜି ସକାଳେ ବଠିଣ୍ଡା ବିମାନ ବନ୍ଦରରେ ପହଞ୍ଚିଥିଲେ। ଯେଉଁଠାରୁ ସେ ହେଲିକପ୍ଟର ଯୋଗେ ହୁସୈନୀୱାଲାସ୍ଥିତ ଜାତୀୟ ଶହୀଦ ମେମୋରିଆଲକୁ ହେଲିକପ୍ଟରକୁ…

ଭାରତୀୟଙ୍କ ମଧ୍ୟରେ ସମ୍ପର୍କ ଭାଙ୍ଗୁଛନ୍ତି ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଭୀଷଣ ବର୍ଷିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ସେ କହିଛନ୍ତି ଯେ ମୋଦୀ ଭାରତୀୟ ନାଗରିକଙ୍କ ମଧ୍ୟରେ ସମ୍ପର୍କ ଭାଙ୍ଗିବା ସହ “ଭାରତୀୟଙ୍କ ଧାରଣା” ଭଙ୍ଗ କରୁଥିବା ଅଭିଯୋଗ କରିଛନ୍ତି। କେରଳର ଏକ ଉଦଘାଟନୀ ଉତ୍ସବରେ ରାହୁଲ ଏହା…

୧୫୭ଟି ପ୍ରାଚୀନ କଳାକୃତି ନେଇ ଆମେରିକାରୁ ସ୍ବଦେଶ ଫେରିଲେ ମୋଦୀ

ନୂଆଦିଲ୍ଲୀ: ମୋଦୀଙ୍କ ଆମେରିକା ଗସ୍ତ ଶେଷ ହୋଇଛି। ସ୍ବଦେଶ ଫେରୁଛନ୍ତି ମୋଦୀ। ତେବେ ସେ ଭାରତ ଆସିବା ବେଳେ ସାଙ୍ଗରେ ଆମେରିକା ଦ୍ବାରା ଉପହାର ଦିଆଯାଇଥିବା ୧୫୭ଟି ହଜାର ବର୍ଷ ପୁରୁଣା ପ୍ରାଚୀନ କଳାକୃତି ନେଇ ଆସୁଛନ୍ତି। ଆମେରିକାର ଏହି ଉପହାର ଯୋଗୁ ପ୍ରଧାନମନ୍ତ୍ରୀ ମୋଦୀ ଗଭୀର…

ବଢିପାରେ ଲକ୍‌ଡାଉନ୍ ଅବଧି: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: କରୋନା ଭୂତାଣୁ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇଚାଲିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଆସନ୍ତା ଏପ୍ରିଲ୍ ୧୪ ତାରିଖରେ ବନ୍ଦ ହୋଇନପାରେ ବୋଲି ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୂଚନା ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ଇତିମଧ୍ୟରେ ଅନେକ ରାଜ୍ୟର…