ଭୂତ ନେଇଗଲା ଘର, ତଦନ୍ତ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ
କାମାକ୍ଷାନଗର : ଲୋକଙ୍କ ପାଇଁ ସରକାର କରିଛନ୍ତି ମାଳମାଳ ଯୋଜନା । ହେଲେ ପ୍ରକୃତ ହିତାଧିକାରୀ ପାଉନାହାଁନ୍ତି ଘର ଭୂତ ହଡ଼ପ କରୁଛି ଘର । ଏଭଳି ଘଟଣା କାମାକ୍ଷାନଗର ବ୍ଲକ ବାଉଁଶପାଳ ଗାଁରେ ଘଟିଛି । ଜଣେ ଦଳିତ ବସ୍ତିର ଲୋକଙ୍କ ଘର ହଡ଼ପ ହୋଇଥିବା ଅଭିଯୋଗ ହୋଇଛି । ପଞ୍ଚାୟତ…