Latest Odisha News

BREAKING NEWS

Browsing Tag

Police Raid

କବାଡ଼ି କାରଖାନା ଉପରେ ପୋଲିସର ଚଢ଼ାଉ, ୩ଜଣ ଅଟକ

ଯାଜପୁର: ଯାଜପୁର ଶିତଳେଶ୍ୱରରେ କବାଡ଼ି କାରଖାନା ଉପରେ ପୋଲିସର ଚଢ଼ାଉ। ଘଟଣାରେ ୩ଜଣଙ୍କୁ ଅଟକ ରଖିଛି ପୋଲିସ। ଜିପିଏସ୍ ଟ୍ରାକ ଦ୍ୱାରା ଜବତ ହୋଇଥିଲା ଗାଡ଼ି। ପରେ ସାମ୍ନାକୁ ଆସିଲା ପୁରା ତଥ୍ୟ। ସୂଚନା ଅନୁସାରେ, କଟକ ଜଗତପୁର ଅଞ୍ଚଳରୁ ଏକ ପିକଅପ ଭ୍ୟାନ ଚୋରୀ ହୋଇଥିଲା। ଏହାପରେ ଗାଡ଼ି…

ରାଜଧାନୀରୁ ନକଲି ମୃଦୁ ପାନୀୟ କାରଖାନା ଠାବ

ଭୁବନେଶ୍ବର: ପୁଣି ରାଜଧାନୀରୁ ନକଲି କାରଖାନା ଠାବ ହୋଇଛି । ଭୁବନେଶ୍ବର ସ୍ଥିତ ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ନକଲି ମୃଦୁ ପାନୀୟ କାରଖାନା ଠାବ ହୋଇଛି । ପୋଲିସ ଉକ୍ତ କାରଖାନାରେ ଚଢାଉ ଜାରି ରଖିଛି । ସୂଚନାଯୋଗ୍ୟ, କିଛିଦିନ ହେବ ଭୁବନେଶ୍ବର ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ନକଲି ମୃଦୁ ପାନୀୟ…

ଜୁଆ ଅଡ୍ଡା ଉପରେ ଚଢ଼ାଉ, ୧୫ ଜୁଆଡି ଗିରଫ

ପୁରୀ: ଧରାପଡିଲେ ୧୫ ଜୁଆଡି । ବେଆଇନ ଭାବେ ଜୁଆ ଖେଳିବା ଅଭିଯୋଗରେ ପୁରୀ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୧୫ ଜୁଆଡିଙ୍କୁ ଗିରଫ କରିଛି । ପାଟଣା ଗ୍ରାମରେ ଜୁଆ ଖେଳ ଚାଲିଥିବା ଖବର ପାଇ ସଦର ଥାନା ପୋଲିସ ସେଠାରେ ଚଢ଼ାଉ କରି ସେଠାରୁ ୧୦ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ…

ସଟ୍‌ଡାଉନ୍ ବେଳେ ବାର୍‌ରେ ଖୁଲମ୍‌ଖୁଲା ମଦ ବିକ୍ରି

ଭୁବନେଶ୍ୱର: ରାଜଧାନୀରେ ସଟ୍‌ଡାଉନ୍ ସମୟରେ ଚାଲିଛି ଖୁଲମ୍‌ଖୁଲା ମଦ ବିକ୍ରି । ସବୁ ବାର୍ ବନ୍ଦ ଥିବା ବେଳେ ଖୋଲାଖୋଲି ଭାବେ ବାର୍‌ରେ ମଦ ବିକ୍ରି କରୁଛନ୍ତି ମଦ ବ୍ୟବସାୟୀ । ଭୁବନେଶ୍ୱର ଗ୍ୟାରେଜ ଛକରେ ଥିବା ହୋଟେଲ ଉତ୍କଳ ଇନରେ ଖୋଲାଖୋଲି ଚାଲିଥିଲା ମଦ ବେପାର । ଏଭଳି ଏକ ଭିଡିଓ ଏବେ…