Latest Odisha News

BREAKING NEWS

Browsing Tag

porn racket case

ରାଜ୍‌ କୁନ୍ଦ୍ରାଙ୍କ ଆବେଦନ ପ୍ରତ୍ୟାଖାନ କଲେ କୋର୍ଟ

ମୁମ୍ବାଇ: ଜେଲରେ ରହିବେ ଶିଲ୍ପପତି ରାଜ୍‌ କୁନ୍ଦ୍ରା ଏବଂ ତାଙ୍କ ସହଯୋଗୀ ରିଆନ୍‌ ଥର୍ପେ। ବମ୍ବେ ହାଇକୋର୍ଟ ଆଜି ବିଶିଷ୍ଟ ବ୍ୟବସାୟୀ ତଥା ଅଭିନେତା ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଏବଂ ରିଆନ ଥର୍ପେଙ୍କ ଆବେଦନକୁ ଖାରଜ କରିଛନ୍ତି। ସମ୍ପ୍ରତି ଉଭୟ ଅଶ୍ଳୀଳ ଭିଡିଓ ଏବଂ…

ରାଜ୍‌ଙ୍କ ଗିରଫଦାରୀକୁ ନେଇ ନୀରବତା ଭାଙ୍ଗିଲେ ଶିଳ୍ପା; କହିଲେ…

ମୁମ୍ବାଇ: ପର୍ଣ୍ଣ ରାକେଟ୍‌ ମାମଲାରେ ରାଜ କୁନ୍ଦ୍ରାଙ୍କ ଗିରଫଦାରୀ ପରେ ପ୍ରଥମ ଥର ପାଇଁ ନୀରବତା ଭାଙ୍ଗିଛନ୍ତି ବଲିଉଡ ଅଭିନେତା ଶିଳ୍ପା ଶେଟ୍ଟୀ। ସେ କହିଛନ୍ତି ସେ ବର୍ତ୍ତମାନ ଚୁପ୍ ଅଛନ୍ତି ଏବଂ ଆଗକୁ ବି ଚୁପ୍ ରହିବେ ଏବଂ ସମୟ ସହିତ ସତ୍ୟ ସମସ୍ତଙ୍କ ସାମ୍ନାରେ ଆସିବ। ଶିଳ୍ପା ଏକ…