Latest Odisha News

BREAKING NEWS

ରାଜ୍‌ଙ୍କ ଗିରଫଦାରୀକୁ ନେଇ ନୀରବତା ଭାଙ୍ଗିଲେ ଶିଳ୍ପା; କହିଲେ…

ମୁମ୍ବାଇ: ପର୍ଣ୍ଣ ରାକେଟ୍‌ ମାମଲାରେ ରାଜ କୁନ୍ଦ୍ରାଙ୍କ ଗିରଫଦାରୀ ପରେ ପ୍ରଥମ ଥର ପାଇଁ ନୀରବତା ଭାଙ୍ଗିଛନ୍ତି ବଲିଉଡ ଅଭିନେତା ଶିଳ୍ପା ଶେଟ୍ଟୀ।

ସେ କହିଛନ୍ତି ସେ ବର୍ତ୍ତମାନ ଚୁପ୍ ଅଛନ୍ତି ଏବଂ ଆଗକୁ ବି ଚୁପ୍ ରହିବେ ଏବଂ ସମୟ ସହିତ ସତ୍ୟ ସମସ୍ତଙ୍କ ସାମ୍ନାରେ ଆସିବ। ଶିଳ୍ପା ଏକ ଲମ୍ବା ନୋଟରେ ଲେଖିଛନ୍ତି, ଆମକୁ ମିଡିଆ ଟ୍ରୋଲ୍‌ର ଆବଶ୍ୟକତା ନାହିଁ। ଦୟାକରି ଆଇନକୁ ତା କାମ କରିବାକୁ ଦିଅନ୍ତୁ। ସତ୍ୟମେବ ଜୟତେ।

ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଅଭିଯୋଗରେ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ଜୁଲାଇ ୧୯ ରେ ପୋଲିସ ଗିରଫ କରିଥିଲା।

Leave A Reply

Your email address will not be published.