Latest Odisha News

BREAKING NEWS

Browsing Tag

poster

ହ୍ୟାଣ୍ଡପମ୍ପ ପରେ ପଙ୍ଖା; ସନ୍ନି ଦେଓଲଙ୍କ ଫିଲ୍ମ ‘ଜାଟ’ର ପୋଷ୍ଟର ରିଲିଜ

ମୁମ୍ବାଇ: ୧୯ ଅକ୍ଟୋବରରେ ଆକ୍ସନ୍ ସୁପରଷ୍ଟାର୍ ସନ୍ନି ଦେଓଲ୍ ନିଜ ୬୭ ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ସନ୍ନି ଦେଓଲ ନିଜର ଅପକମିଂ ଚଳଚ୍ଚିତ୍ର 'ଜାଟ'ର ପୋଷ୍ଟର ରିଲିଜ କରିଛନ୍ତି। ଯେଉଁଥିରେ ତାଙ୍କ ଡେଞ୍ଜରିୟସ୍ ଲୁକ୍ ଦେଖିବାକୁ ମିଳିଛି। ଗୋପୀଚାନ୍ଦ ମାଲିନେନି 'ଜାଟ'ର…

ପ୍ରଭାବିତ କଲା ଦ କଶ୍ମୀର ଫାଇଲ୍ସ ଫିଲ୍ମ, ରକ୍ତ ବୁହାଇ ଆଙ୍କିଦେଲେ ଛବି

ଭୁବନେଶ୍ୱର: ବିବେକ ଅଗ୍ନୀହୋତ୍ରୀଙ୍କ ଫିଲ୍ମ ଦ କଶ୍ମୀର ଫାଇଲ୍ସ ଦେଖିବା ଲାଗି ଦିନକୁ ଦିନ ଲୋକଙ୍କ ମଧ୍ୟରେ ବ୍ୟଗ୍ରତା ବଢିବାରେ ଲାଗିଛି । ୧୯୯୦ରେ କଶ୍ମୀରରେ ରହୁଥିବା ପଣ୍ଡିତଙ୍କ ଉପରେ ଅକଥନୀୟ ନିର୍ଯାତନା ଉପରେ ଫିଲ୍ମଟି ଆଧାରିତ । ଫିଲ୍ମକୁ ନେଇ ନାନା ବିବାଦ ମୁଣ୍ଡ ଟେକିଥିଲେ ବି…

କେବେ ନିର୍ମିତ ହୋଇନି, ହେଲେ ଫିଲ୍ମର ପୋଷ୍ଟର ସେୟାର କଲେ ଅମିତାଭ

ମୁମ୍ବାଇ: ମେଗାଷ୍ଟାର ଅମିତାଭ ବଚ୍ଚନ । ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣେ ମହାନ ଅଭିନେତା ତଥା ବ୍ୟକ୍ତିତ୍ୱ । ଏହି ଉକ୍ତିକୁ ଭବିଷ୍ୟତରେ କେବେ ବି ଅଣଦେଖା କରାଯାଇପାରେନା । କ୍ୟାରିୟର ଆରମ୍ଭରୁ ସେ ସଫଳତାର ସହ ଆଗେଇ ଚାଲିଛନ୍ତି । ହେଲେ ଆଜି ଅତୀତରେ ଅନ୍ୟ କାହାର ବିଫଳତାକୁ ସେ ଏକ ଫଟୋ…

ଅଭିନେତା ପ୍ରଭାସଙ୍କ ଫଟୋ ଭାଇରାଲ୍ !

ତେଲେଙ୍ଗାନା: ନିର୍ମାଣ ଓ ରିଲିଜ ପୂର୍ବରୁ ଦର୍ଶକଙ୍କ ନିକଟରେ ସତରେ ଯେମିତି ସୁପରହିଟ୍ ହୋଇସାରିଛି ଫିଲ୍ମ ଆଦି ପୁରୁଷ । ଅଗଷ୍ଟ ମାସରେ ଏହି ଫିଲ୍ମରେ ଅଭିନୟ କରିବା ନେଇ ପ୍ରଭାସ ସୋସିଆଲ୍ ମିଡିଆରେ ଲେଖିଥିଲେ । ଫିଲ୍ମରେ ସେ ପ୍ରଭୁ ରାମଙ୍କ ଅବତାରରେ ଆସୁଥିବାବେଳେ ସୋସିଆଲ୍ ମିଡିଆରେ…