Latest Odisha News
Browsing Tag

Prabir pradhan

ସ୍ୱର୍ଗତଃ ପ୍ରବୀର ପ୍ରଧାନଙ୍କ ପରିବାରକୁ ୫୦ ଲକ୍ଷ ପ୍ରଦାନ ପାଇଁ ଦାବିକଲା କଳିଙ୍ଗ ସାମ୍ବାଦିକ ସଂଘ 

ଭୁବନେଶ୍ୱର: କରୋନା ଯୋଦ୍ଧା ପ୍ରବିର କୁମାର ପ୍ରଧାନ କରେନାରେ ଆକ୍ରାନ୍ତ ହୋଇ ଅକାଳରେ ମୃତ୍ୟୁ ବରଣ କରିଛନ୍ତି । ତାଙ୍କ ଅମର ଆତ୍ମାର ସଦଗତ କାମନା କରି କଳିଙ୍ଗ ସାମ୍ବାଦିକ ସଂଘ ପକ୍ଷରୁ ଲୋୟର ପିଏମ୍‌ଜି ଠାରୁ ଏକ କ୍ୟାଣ୍ଡେଲ ରାଲି ବାହାରି ମାଷ୍ଟର କ୍ୟାଣ୍ଟିନ୍ ଠାରେ ପହଞ୍ଚି ଥିଲା ।…

[ଭିଡ଼ିଓ] ଯୁବ ସମ୍ବାଦିକ ପ୍ରବୀର ପ୍ରଧାନଙ୍କ ବିୟୋଗରେ ଶ୍ରୀମନ୍ଦିର ସମ୍ମୁଖରେ ସମୂହ ଦୀପଦାନ

ପୁରୀ: ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ବିୟୋଗରେ ପୁରୀ ସାମ୍ୱାଦିକ ସଙ୍ଘ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବା ସହ ସିଂହଦ୍ବାର ସମ୍ମୁଖରେ ଶ୍ରୀଜଗନ୍ନାଥଙ୍କ ନିକଟରେ ସମୂହ ଦୀପଦାନ କରାଯାଇଛି। ସ୍ୱର୍ଗତଃ ପ୍ରବୀର କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ଆଜି ଅକାଳରେ…

ପୁରାତନ ଛାତ୍ର ପ୍ରବୀର ପ୍ରଧାନଙ୍କ ବିୟୋଗରେ ଆଇଆଇଏମ୍‍ସିରେ ଶୋକ 

ଢେଙ୍କାନାଳ,୫ା୧୧: ଭାରତୀୟ ଜନ ସଂଚାର ସଂସ୍ଥାନ(ଆଇଆଇଏମ୍‍ସି)ର ପୂର୍ବତନ ଛାତ୍ର ପ୍ରବୀର କୁମାର ପ୍ରଧାନଙ୍କ ଅକାଳ ବିୟୋଗରେ ସଂସ୍ଥାନ ପକ୍ଷରୁ ଗଭୀର ଶୋକ ପ୍ରକାଶ ପାଇଛି । କରୋନାରେ ଆକ୍ରାନ୍ତ ହୋଇ ପ୍ରବୀରଙ୍କର ଆଜି ସକାଳେ ଦେହାନ୍ତ ଘଟିଛି । ପ୍ରବୀରଙ୍କ ସ୍ମୃତିକୁ ମନେ ପକାଇ ଆଜି ସକାଳେ…