ଝର୍କାର ଆଲୋକିତ ଫ୍ରେମରେ ଈଶ୍ବର
ପ୍ରଦୀପ କୁମାର ରାୟଙ୍କ ସ୍ମୃତିର ଫରୁଆରୁ
ଓଃ... ଭୀଷଣ ବିରକ୍ତିକର..!
କଲେଜରୁ ଫେରିବା ବେଳେ ଝିପି ଝିପି ବର୍ଷା ହେଉଥିଲା । ଭିଜି ଭିଜି ଫେରିଥିଲି । ଘରକୁ ଆସି ଚେଞ୍ଜ କରି ଖଟ ଉପରେ ଗଡିପଡିଲି । ଏକୁଟିଆ ବ୍ୟାଚଲର ଜୀବନ । ଏଇ ଛୋଟିଆ ଭଡ଼ା ଘରର ମୁଁ ଅଧୀଶ୍ଵର । ଗଡ଼ୁ ଗଡ଼ୁ ଶୋଇ…