Latest Odisha News
Browsing Tag

Prahallad Sinha

ଭ୍ରଷ୍ଟ ବ୍ୟବସ୍ଥାର ସରଳ ଗାନ୍ଧୀ ଉପଚାର

ପ୍ରହଲାଦ କୁମାର ସିଂହଙ୍କର ନିୟମିତ ସ୍ତମ୍ବ ‘ଗାନ୍ଧୀ କଥା’ ବସୁଧୈବ କୁଟମ୍ବୁ କମ୍‍, ଶୃଣ୍ୱନ୍ତୁ ସର୍ବେ ଅମୃତସ୍ୟ ପୁତ୍ରାଃ ଆଦି ଉଦଘୋଷଣା କରିଆସୁଥିବା ସଂସ୍କୃତି ଓ ଐତିହ୍ୟ ସମ୍ପନ୍ନ ଭାରତ ବର୍ଷ ଏବେ କେଉଁଠି? ସ୍ୱାଧୀନତା ପ୍ରାପ୍ତିର ୭୫ ବର୍ଷ ଭିତରେ ରାସ୍ତାଘାଟଠାରୁ ଆରମ୍ଭ କରି ଗାଡି…

ଗାନ୍ଧୀଙ୍କୁ ବୁଝିବା ସହଜ, ଭୁଲିବା କଷ୍ଟ

ପ୍ରହଲାଦ କୁମାର ସିଂହଙ୍କର ନିୟମିତ ସ୍ତମ୍ବ ‘ଗାନ୍ଧୀ କଥା’ ବ୍ୟକ୍ତିରୁ ବିଚାରରେ ରୂପାନ୍ତରିତ ହୋଇସାରିଥିବା ଜାତିର ଜନକ ମହାମାନବ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରାଯିବା ପରେ ତାଙ୍କ ବିଚାର କିନ୍ତୁ ବ୍ୟାପିବାରେ ଲାଗିଛି । ଗାନ୍ଧୀ ବିଚାରକୁ ମାରିବା ପାଇଁ ଯେତେ ଉଦ୍ୟମ ହେଲେ ବି ତାହା…

ମୋ ସ୍ୱପ୍ନର ଭାରତ ଓ ପୂର୍ଣ୍ଣ ସ୍ୱରାଜ

ମୂଳ ରଚନା : ମୋହନଦାସ କରମଚନ୍ଦ ଗାନ୍ଧୀ ସ୍ୱରାଜ- ଏକ ପବିତ୍ର ବୈଦିକ ଶବ୍ଦ । ଏହାର ଅର୍ଥ ନିଜ ଉପରେ ନିଜେ ରାଜୁତି କରିବା । ଏହା ସ୍ୱେଚ୍ଛାଚାରିତା ନୁହେଁ ବରଂ ଆତ୍ମ ସୁପରିଚାଳନାର ଏକ ସହଜ ଓ ସରଳ ମାର୍ଗ । ଶରୀର, ମନ, ବୁଦ୍ଧି, ବିଚାର ଓ ବିବେକ ଉପରେ ଅବିନାଶୀ ଆତ୍ମାର ନିୟନ୍ତ୍ରଣ…

ପ୍ରେରଣାର ଉତ୍ସ ବନ୍ଦେ ମାତରମ୍‌

ପ୍ରହଲାଦ କୁମାର ସିଂହଙ୍କର ନିୟମିତ ସ୍ତମ୍ବ ‘ଗାନ୍ଧୀ କଥା’ ବନ୍ଦେ ମାତରମ୍‍ ସୁଜଳାମ୍‍ ସୁଫଳାମ୍‍ ମଲୟଜ ଶୀତଲମ୍‍ ଶସ୍ୟ ଶ୍ୟାମଲାମ୍‍ ମାତରମ୍‍..... ସ୍ୱାଧୀନତା ସଂଗ୍ରାମର ଘନଘଟା ମଧ୍ୟରେ ୧୮୮୨ ମସିହାରେ ବଙ୍କିମ୍‍ଚନ୍ଦ୍ରଙ୍କ କାଳଜୟୀ ଉପନ୍ୟାସ ‘ଆନନ୍ଦ ମଠ’ରେ ପ୍ରକାଶ ପାଇଥିଲା…

ସାବରମତୀ : ଜାତିର ଜୀବନ୍ତ କିମ୍ବଦନ୍ତୀ

ପ୍ରହଲାଦ କୁମାର ସିଂହଙ୍କର ନିୟମିତ ସ୍ତମ୍ବ ‘ଗାନ୍ଧୀ କଥା’ "ସାବରମତୀକେ ସନ୍ଥ ତୁନେ କର୍‌ଦିୟା କମାଲ୍ " ଆଶା ଭୋନ୍ସଲେଙ୍କ ଏହି ଲୋକପ୍ରିୟ ସଙ୍ଗୀତ ବର୍ଷ ବର୍ଷ ଧରି ଲକ୍ଷ ଲକ୍ଷ ଲୋକ ଗୁଣୁଗୁଣେଇବା ସହ ସାବରମତୀର ସନ୍ଥ ଜାତିର ଜନକ ମହାମାନବ ମହାତ୍ମା ଗାନ୍ଧୀଙ୍କ ଅମ୍ଳାନ ସ୍ମୃତି…

ଗାନ୍ଧୀ ଚର୍ଚ୍ଚା: ଅଧା ନଙ୍ଗଳା ଫକୀର ଗାନ୍ଧୀ ମହାରାଜ

ପ୍ରହଲାଦ କୁମାର ସିଂହ ‘ପ୍ରିୟ ପ୍ରଧାନ ମନ୍ତ୍ରୀ, ଆପଣ ନଙ୍ଗଳା ଫକୀରକୁ ଦଳି ଦେବାକୁ ଇଚ୍ଛା କରୁଥିବା ଜଣାଣୁଣା । ମୋତେ ଆପଣ ନଙ୍ଗଳା ଫକୀରଭାବେ ବର୍ଣ୍ଣନା କରନ୍ତି । ଦୀର୍ଘ ଦିନ ଧରି ମୁଁ ଗୋଟିଏ ଫକୀର ହେବାକୁ ସାଧନା କରୁଛି । ନଙ୍ଗଳା ଫକୀର ହେବା ତ’ ଆହୁରି କଷ୍ଟ । ତେଣୁ ଆପଣଙ୍କ…