ଆସିଲା ପୂର୍ବତନ କନେଷ୍ଟବଳଙ୍କ ସମ୍ପତ୍ତି ତାଲିକା: ୬କୋଟି,୯୭ଲକ୍ଷ ୧୫ହଜାର ଟଙ୍କା ସମ୍ପତ୍ତି ଜବତ
ଭୁବନେଶ୍ୱର: ଆସିଲା ପୂର୍ବତନ କନେଷ୍ଟବଳଙ୍କ ସମ୍ପତ୍ତି ତାଲିକା। ଓଡ଼ିଶା ଭିଜିଲାନ୍ସ ଚଢ଼ାଉ କରିଥିବାବେଳେ ପ୍ରସନ୍ନ ବେହେରାଙ୍କ ୬,୯୭,୧୫,୦୫୭ହଜାର ଟଙ୍କା ସମ୍ପତ୍ତି ଜବତ କରାଯାଇଛି। ଯାହାକି ତାଙ୍କ ଆୟଠାରୁ ୨୨୧ ପ୍ରତିଶତ ଅଧିକ ସମ୍ପତ୍ତି ।
ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ…