Latest Odisha News
Browsing Tag

prayagraj

ମହାକୁମ୍ଭ ୨୦୨୫ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା; ବଟରଫ୍ଲାଏ ଲାଇଟିଂରେ ଝଲସିବ ଲକ୍ଷ୍ନୌରୁ ପ୍ରୟାଗରାଜ ରାସ୍ତା

ପ୍ରୟାଗରାଜ: ମହାକୁମ୍ଭ ୨୦୨୫ପାଇଁ, ଲକ୍ଷ୍ନୌରୁ ପ୍ରୟାଗରାଜ ରାସ୍ତାକୁ ପ୍ରଜାପତି ଆଲୋକରେ ସଜାଇବାକୁ ନିଷ୍ପତ୍ତି ନିଆଯାଇଛି | ଜାନୁଆରୀ ୧୩ରୁ ଫେବୃଆରୀ ୨୬ ପର୍ଯ୍ୟନ୍ତ ମହାକୁମ୍ଭ ମେଳା ଆୟୋଜିତ ହେବ । ଏଥିପାଇଁ ମୁଖ୍ୟ ରାସ୍ତା ଏବଂ ଛକଗୁଡ଼ିକରେ ସ୍ୱତନ୍ତ୍ର ସାଜସଜ୍ଜା କରାଯିବ | ରାସ୍ତା…

ମହାକୁମ୍ଭ ମେଳା ୨୦୨୫: ଜାଣନ୍ତୁ କେବେ ଆରମ୍ଭ ଓ ମହାସ୍ନାନର ଯୋଗ କେବେ ରହିଛି

ନୂଆଦିଲ୍ଲୀ: ୨୦୨୫ ମସିହାରେ ମହାକୁମ୍ଭ ମେଳା ଆୟୋଜିତ ହେବ । ଯାହା ବହୁତ ଭବ୍ୟ ହେବାକୁ ଯାଉଛି | ଆସନ୍ତୁ ଜାଣିବା ମହାକୁମ୍ଭ ୨୦୨୫ ସହିତ ଜଡିତ ଗୁରୁତ୍ଵପୂର୍ଣ୍ଣ ଜିନିଷ ସମ୍ବନ୍ଧରେ.. ମହାକୁମ୍ଭ ମେଳା ପ୍ରତି ୧୨ବର୍ଷରେ ଆୟୋଜିତ ହୁଏ ଯେତେବେଳେ ସୂର୍ଯ୍ୟ ମେଷ ରାଶିରେ ଓ ବୃହସ୍ପତି ଗ୍ରହ…

ଆସିଲା ଅତିକର ପୋଷ୍ଟମର୍ଟମ ରିପୋର୍ଟ, ଦେହରେ ବାଜିଥିଲା ୮ଟି ଗୁଳି

ଲକ୍ଷ୍ନୌ: ଗ୍ୟାଙ୍ଗଷ୍ଟର ଅତିକ ଅହମଦ ଓ ତାର ଭାଇ ଅଶରଫକୁ ଶନିବାର ବିଳମ୍ବିତ ରାତିରେ ପୋଲିସ କବଜାରେ ଗୁଳି କରି ହତ୍ୟା କରାଯାଇଥିଲା । ୩ ଜଣ ଯୁବକ ସାମ୍ବାଦିକ ଭାବେ ପୋଲିସର ନିକଟତର ହୋଇ ଆଖିବୁଜା ଗୁଳିମାଡ଼ କରିଥିଲେ । ପ୍ରାୟ ୧୮ ରାଉଣ୍ଡ ଫାୟାରିଂ ହୋଇଥିବା ବେଳେ ୮ଟି ଗୁଳି ଅତିକ ଅହମଦ…

ବିଧାୟକ ହତ୍ୟାକାଣ୍ଡର ମୁଖ୍ୟ ସାକ୍ଷୀଙ୍କୁ ବିଚ ରାସ୍ତାରେ ଗୁଳିକରି ହତ୍ୟା

ପ୍ରୟାଗରାଜ: ବିଏସପି ବିଧାୟକ ରାଜୁ ପାଲ ହତ୍ୟାକାଣ୍ଡର ମୁଖ୍ୟ ସାକ୍ଷୀଙ୍କୁ ବିଚ ରାସ୍ତାରେ ଗୁଳିକରି ହତ୍ୟା କରାଯାଇଛି । ଗୁଳିମାଡରେ ତାଙ୍କର ସୁରକ୍ଷାକର୍ମୀଙ୍କୁ ମଧ୍ୟ ଗୁଳିକରି ହତ୍ୟା କରାଯାଇଛି । ଶୁକ୍ରବାର ସନ୍ଧ୍ୟାରେ ତାଙ୍କୁ ତାଙ୍କ ବାସଭବନ ସମ୍ମୁଖରେ ଗାଡିରୁ ଓହ୍ଲାଉଥିବାବେଳେ…

ଆହ୍ଲାବାଦ ହାଇକୋର୍ଟର ନାମ ପରିବର୍ତ୍ତନ ଆବେଦନକୁ ଖାରଜ କଲେ ଖୋଦ ହାଇକୋର୍ଟ

ଲକ୍ଷ୍ନୌ: ଆହ୍ଲାବାଦ ହାଇକୋର୍ଟ ନିଜକୁ ନାମ ପରିବର୍ତ୍ତନ କରିବା ପାଇଁ ଏକ ଆବେଦନକୁ ଖାରଜ କରିଦେଇଛନ୍ତି। ହାଇକୋର୍ଟର ଏକ ଲକ୍ଷ୍ନୌ ବେଞ୍ଚ ଏକ ଜନସ୍ୱାର୍ଥ ମକଦ୍ଦମା ଆକାରରେ ଦାଖଲ ହୋଇଥିବା ଏହି ମକଦ୍ଦମାକୁ ଖାରଜ କରି ଏହାକୁ ଏକ ପ୍ରଚାର ଷ୍ଟଣ୍ଟ ମକଦ୍ଦମା ବୋଲି କହିଛି। ଓକିଲ ଅଶୋକ…

ଭାଇରାଲ ଭିଡିଓ: ହସ୍ପିଟାଲ ଆଗରେ ବୟସ୍କ ମହିଳାଙ୍କୁ ଅମାନବୀୟ ମାଡ

ପ୍ରୟାଗରାଜ: ମାରିଗଲା ମାନବିକତା । ହସ୍ପିଟାଲ ଆଗରେ ବୃଦ୍ଧାଙ୍କୁ ନିର୍ଧୁମ ମାଡ । ଲାତ, ଗୋଇଠା ମାରି ଚାଲିଛନ୍ତି ସିକ୍ୟୁରିଟି ଗାର୍ଡ । ବୃଦ୍ଧା ଜଣକ ତଳେ ପଡି ଛଟପଟ ହୋଇ ଚିତ୍କାର କରୁଥିଲେ ସୁଦ୍ଧା କିଛି ଶୁଣୁ ନାହାନ୍ତି ସିକ୍ୟୁରିଟି ଗୋର୍ଡ । ଏଭଳି ଏକ ହୃଦୟ ବିଦାରକ ଘଟଣାର ଭିଡିଓ ଏବେ…