Latest Odisha News
Browsing Tag

President Droupadi Murmu

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଫିଜିର ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମଙ୍ଗଳବାର ଫିଜିର ସର୍ବୋଚ୍ଚ ନାଗରିକ ପୁରସ୍କାର ‘Companion of the Order of Fiji’ ସମ୍ମାନରେ ସମ୍ମାନିତ କରାଯାଇଛି। ରାଷ୍ଟ୍ରପତି ଏବେ ଦୁଇ ଦିନିକିଆ ଫିଜି ଗସ୍ତରେ ରହିଛନ୍ତି। ଏହି ସମ୍ମାନ ଭାରତ ଓ ଫିଜି ମଧ୍ୟରେ ଥିବା ଗଭୀର…

ଆଜି ରାଷ୍ଟ୍ରପତିଙ୍କ ଜନ୍ମଦିନ: ମହାପ୍ରଭୁଙ୍କ ଦର୍ଶନ କଲେ ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜି ମହାମିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୬୫ତମ ଜନ୍ମଦିବସ। ଏହି ଅବସରରେ ହଜଖାସ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କଲେ ରାଷ୍ଟ୍ରପତି। ଏହି ଦିନରେ ସେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ପୂଜା କରିଥିଲେ। ଆଜି ବିଶ୍ୱପ୍ରସିଦ୍ଧ ପ୍ରଭୁ ଜଗନ୍ନାଥଙ୍କ…

ଆଜି ଶିମିଳିପାଳ ଅଭୟାରଣ୍ୟ ବୁଲି ଦେଖିବେ ମହାମହିମ, ସାଧାରଣ ପର୍ଯ୍ୟଟକଙ୍କ ପାଇଁ ଅଭୟାରଣ୍ୟ ବନ୍ଦ

ଭୁବନେଶ୍ୱର : ଆଜି ଶିମିଳିପାଳ ଅଭୟାରଣ୍ୟ ବୁଲି ଦେଖିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତର ଆଜି ହେଉଛି ଦ୍ୱିତୀୟ ଦିନ । ଆଜି ଶିମିଳିପାଳ ଅଭୟାରଣ୍ୟ ବୁଲି ଦେଖିବାର ପ୍ଲାନ ରହିଛି । ରାଷ୍ଟ୍ରପତିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଜି ସାଧାରଣ ପର୍ଯ୍ୟଟକଙ୍କ ପାଇଁ…

ଆସନ୍ତା ୨୫ ବର୍ଷ ଭିତରେ ଭାରତ ବିଶ୍ଵଗୁରୁ ପାଲଟି ଯାଇଥିବ- ରାଷ୍ଟ୍ରପତି

ବିଶାଖାପଟନମ: ଭାରତ ଦିନେ ବିଶ୍ୱଗୁରୁ ପାଲଟିବ । ସେ ଦିନ ଖୁବ ଶିଘ୍ର ଆସିବ । ଭାରତ ଯେତେବେଳେ ସ୍ବାଧୀନତାର ୧୦୦ ବର୍ଷ ପୂର୍ତ୍ତି ପାଳନ କରୁଥିବ ଅର୍ଥାତ ୨୦୪୭ ସୁଦ୍ଧା ଭାରତ ବିଶ୍ୱ ଗୁରୁ ହୋଇ ସାରିଥିବ । ରାଷ୍ଟପ୍ରତି ଦ୍ରୌପଦୀ ମୁର୍ମୁ ଏମିତି ଆସ୍ଥା ପ୍ରକଟ କରିଛନ୍ତି । ବିଶାଖାପଟନମର…

ଚଳିତ ମାସରେ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର: ରାଷ୍ଟ୍ରପତି ହେବା ପରେ ପ୍ରଥମଥର ପାଇଁ ଓଡ଼ିଶା ଗସ୍ତରେ ଆସିବେ ଦ୍ରୌପଦୀ ମୁର୍ମୁ । ଆସନ୍ତା ୧୦ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଗସ୍ତରେ ଆସିବେ ବୋଲି ଜଣାପଡ଼ିଛି । ଜୁଲାଇ ୨୫ରେ ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଦ୍ରୌପଦୀ ମୁର୍ମୁଙ୍କ ଏହା ପ୍ରଥମ ଓଡ଼ିଶା…

ରାଷ୍ଟ୍ରପତିଙ୍କ ଗାଁରେ ୫ଜି ସେବା

ଭୁବନେଶ୍ୱର :  ଆଜିଠାରୁ ଦେଶରେ ଆରମ୍ଭ ହେଲା  ୫ଜି ଯୁଗ । ଦେଶକୁ ୫ଜି ସେବା ଯୋଗାଇଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ପ୍ରଗତି ମଇଦାନରୁ ଏହି ସେବାର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ତଥା ରେଳମନ୍ତ୍ରୀ…

ରାଷ୍ଟ୍ରପତିଙ୍କୁ ଭେଟିଲେ ଓଡ଼ିଶା ବିଧାୟକ ମଣ୍ଡଳୀ; ତାରା ବାହିନୀପତି ଦେଲେ କୋଟପାଟ ଶାଢ଼ୀ

ଭୁବନେଶ୍ୱର: ଭୋଟ୍ ଦେଇ ଜିତେଇଥିଲେ । ଆଜି ଆତିଥ୍ୟତା ଗ୍ରହଣ କଲେ ଓଡ଼ିଶା ବିଧାନସଭାର ସଭ୍ୟ ଗଣ । ବୁଧବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଓଡ଼ିଶାର ଏକ ବିଧାୟକ ମଣ୍ଡଳୀ ଭେଟିଛନ୍ତି। ରାଷ୍ଟ୍ରପତି ଭବନରେ ନିଜ ରାଜ୍ୟର ବିଧାୟକଙ୍କୁ ଭେଟି ରାଷ୍ଟ୍ରପତି ଖୁସି ବ୍ୟକ୍ତ କରିଛନ୍ତି ।…