ରାହୁଲ ଓ ପ୍ରୟଙ୍କାଙ୍କୁ ଭେଟିଲେ ସଚିନ, ହେବ ଘର ବାହୁଡା !
ନୂଆଦିଲ୍ଲୀ: ରାଜସ୍ଥାନ ସରକାର ଓ କଂଗ୍ରେସ ବିରୋଧରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚନ ପାଇଲଟ ବିଦ୍ରୋହ ଘୋଷଣା କରିବା ପରେ ସୃଷ୍ଟି ହୋଇଥିଲା ରାଜନୈତିକ ହଟଚମଟ । ତେବେ ଏଥିରେ ଖୁବ୍ଶୀଘ୍ର ପୂର୍ଣ୍ଣଛେଦ ପଡିପାରେ । ଏନେଇ ସମ୍ଭାବନା ସୃଷ୍ଟି ହୋଇଛି ।
ସଚିନ ପାଇଲଟ୍ ସୋମବାର ରାହୁଲ ଗାନ୍ଧୀ…