ରାଜ୍ୟର ୨୩ ଜିଲ୍ଲାରେ ୫୫ଟି ଜଳଉତ୍ସ ପ୍ରଦୂଷିତ
ଭୁବନେଶ୍ବର : ରାଜ୍ୟର ୨୩ ଜିଲ୍ଲାରେ ୫୫ଟି ଜଳଉତ୍ସ ପ୍ରଦୂଷିତ । ଏସବୁ ଜଳଉତ୍ସ ସାଧାରଣ ଲୋକଙ୍କ ପାଇଁ ବ୍ୟବହାର ଉପଯୋଗୀ ନୁହେଁ । ଯାହାକୁ ନେଇ ଉଦବେଗ ପ୍ରକାଶ କରିଛି ଜଳସମ୍ପଦ ବିଭାଗ । ଏହି ୫୫ଟି ଜଳଉତ୍ସ ମଧ୍ୟରୁ ୧୪ଟି ଜଳସମ୍ପଦ ବିଭାଗ ଦ୍ବାରା ପରିଚାଳିତ ହେଉଛି । ଆଉ ଏହି ୧୪ଟି ଜଳଉତ୍ସର…