ପୁରୀରେ ପୋଲିସ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଆହତ
ପୁରୀ : ପୁରୀ ଜିଲ୍ଲାର ତାଳବଣିଆ ଥାନା ଅନ୍ତର୍ଗତ କୁମୁଟିପାଟଣା ଅଞ୍ଚଳର ନିକଟରେ ପୋଲିସର ଏନକାଉଣ୍ଟରରେ ସୋମବାର ରାତିରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛି ।
ଆହତ ଅପରାଧୀ ଜଣକ ରଶ୍ମୀ ରଞ୍ଜନ ପଣ୍ଡା ଓରଫ୍ ଗୁଡୁ (୨୮) ବୋଲି ଜଣାପଡିଛି । ଆହତ ଗୁଡୁକୁ ଚିକିତ୍ସା ନିମନ୍ତେ ତାକୁ କଟକ…