Latest Odisha News

BREAKING NEWS

Browsing Tag

raj kundra

ରାଜ ଓ ଶିଳ୍ପାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଲେ ଶର୍ଲିନ୍‌

ମୁମ୍ବାଇ: ଶର୍ଲିନ୍‌ ଚୋପ୍ରା କ୍ରମାଗତ ଭାବରେ ରାଜ କୁନ୍ଦ୍ରା ଏବଂ ଶିଳ୍ପା ଶେଟ୍ଟୀଙ୍କୁ ଟାର୍ଗେଟ କରି ଆସୁଛନ୍ତି। ଅଶ୍ଳୀଳ ଭିଡିଓ ଓ ଚଳଚ୍ଚିତ୍ର ନିର୍ମାଣ ଓ ପ୍ରସାରଣ ମାମଲାରେ ରାଜ କୁନ୍ଦ୍ରାଙ୍କୁ ଗିରଫ କରାଯିବା ପରେ ଶର୍ଲିନ୍‌ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ସେୟାର କରି ତାଙ୍କୁ ଏହି…

ରାଜ୍‌ଙ୍କୁ ସାମାନ୍ୟ ଆଶ୍ୱସ୍ତି; ଅନ୍ତରୀଣ ସୁରକ୍ଷା ପ୍ରଦାନ କଲେ କୋର୍ଟ

ମୁମ୍ବାଇ: ବମ୍ବେ ହାଇକୋର୍ଟ ଅଶ୍ଳୀଳ ଭିଡିଓ ମାମଲାରେ ବିଶିଷ୍ଟ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ଅନ୍ତରୀଣ ସୁରକ୍ଷା ଆଶ୍ବସ୍ତି ପ୍ରଦାନ କରିଛନ୍ତି। ଯାହା ଫଳରେ ରାଜ୍‌ଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। କିନ୍ତୁ ଏବେ ପୋଲିସ ହାଜତରେ ରହିବେ ରାଜ୍‌। ଅଗଷ୍ଟ ୨୫ରେ ତାଙ୍କର ପରବର୍ତ୍ତୀ ଜାମିନ…

ରାଜ୍‌ କୁନ୍ଦ୍ରାଙ୍କ ଜାମିନ ସମାଜକୁ ଭୁଲ୍‌ ବାର୍ତ୍ତା ପହଞ୍ଚାଇବ; ମୁମ୍ବାଇ ପୋଲିସ

ମୁମ୍ବାଇ: ପର୍ଣ୍ଣ ଫିଲ୍ମ ନିର୍ମାଣ ଏବଂ ପ୍ରସାରଣ ମାମଲାରେ ବିଶିଷ୍ଟ ଶିଳ୍ପପତି ରାଜ କୁନ୍ଦ୍ରାଙ୍କୁ ଗିରଫ କରାଯାଇଛି। ଏ‌ବେ ସେ ପୋଲିସ ହାଜତରେ ଅଛନ୍ତି। ତେବେ ରାଜ୍‌ଙ୍କୁ ଜାମିନ ମିଳିଳେ ଏହା ସମାଜ ପାଇଁ ଖରାପ ବାର୍ତ୍ତା ପହଞ୍ଚାଇବ ବୋଲି ମୁମ୍ବାଇ ପୋଲିସ ଭୟ କରୁଛି। ମୁମ୍ବାଇ…

ନଭେମ୍ବର ୨୦୨୦ ମାମଲା; ରାଜ୍‌ଙ୍କ ଜାମିନ ଆବେଦନ ଖାରଜ କଲେ ମୁମ୍ବାଇ କୋର୍ଟ

ମୁମ୍ବାଇ: ନଭେମ୍ବର ୨୦୨୦ରେ ସାଇବର କ୍ରାଇମ ପୋଲିସ ଦ୍ବାରା ପଞ୍ଜୀକୃତ ହୋଇଥିବା ଏକ ମାମଲାରେ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ଜାମିନ ଆବେଦନକୁ ମୁମ୍ବାଇର କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ୨୦୨୦ରେ, ସାଇବର କ୍ରାଇମ୍ ଶାଖା ଅବସରପ୍ରାପ୍ତ କଷ୍ଟମ୍ସ…

୩ ଲକ୍ଷ ଫାଇନ୍‌ ଦେବେ ରାଜ୍‌ ଓ ଶିଳ୍ପା

ମୁମ୍ବାଇ: ବିଶିଷ୍ଟ ବ୍ୟବସାୟୀ ରାଜ କୁନ୍ଦ୍ରା ଓ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ଅଡୁଆ ବଢିବାରେ ଲାଗିଛି। ୩ ଲକ୍ଷ ଫାଇନ୍‌ ଦେବେ ରାଜ କୁନ୍ଦ୍ରା ଓ ଶିଳ୍ପା ଶେଟ୍ଟୀ। ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ (SEBI) ଏହାର ଅନ୍ତର୍ନିହିତ ବାଣିଜ୍ୟ ନିୟମ ଉଲ୍ଲଂଘନ ଅଭିଯୋଗରେ…

ରାଜ କୁନ୍ଦ୍ରାଙ୍କ ଜାମିନ ଆବେଦନ ଖାରଜ କଲେ କୋର୍ଟ

ନୂଆଦିଲ୍ଲୀ: ମୁମ୍ବାଇର ଏସପ୍ଲାନେଡ୍ କୋର୍ଟ ବୁଧବାର ଅଶ୍ଳୀଳ ମାମଲାରେ ବ୍ୟବସାୟୀ ରାଜ କୁନ୍ଦ୍ରା ଏବଂ ରିଆନ୍ ଥର୍ପେଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। କୁନ୍ଦ୍ରଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି। ମୁମ୍ବାଇର ଏସପ୍ଲାନେଡ୍ କୋର୍ଟ ଅଶ୍ଳୀଳତା ମାମଲାରେ…

ବଢିଲା ଅଡୁଆ; ଆଉ ୧୪ ଦିନ ଜେଲ୍‌ରେ ରହିବେ ରାଜ୍‌

ନୂଆଦିଲ୍ଲୀ: ବଢୁଛି ରାଜଙ୍କ ଅଡୁଆ। ଆଜି ଶେଷ ହେବାକୁ ଥିବା ନ୍ୟାୟିକ ହେପାଜତକୁ ମୁମ୍ବାଇ କୋର୍ଟ ଆହୁରି ୧୪ ଦିନ ଯାଏ ବଢାଇ ଦେଇଛନ୍ତି। ମଙ୍ଗଳବାର ଦିନ ଅଶ୍ଳୀଳ ଭିଡିଓ ଓ ଚଳଚ୍ଚିତ୍ର ନିର୍ମାଣ ମାମଲାରେ କୋର୍ଟ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ୧୪ ଦିନ ପାଇଁ ପୋଲିସ ହାଜତରେ ରହିବାକୁ…

ରାଜ କୁନ୍ଦ୍ରାଙ୍କ ଜାମିନ ଆବେଦନ ଉପରେ ଶୁଣାଣି ଆଜି

ମୁମ୍ବାଇ: ଅଶ୍ଲୀଳ ଭିଡିଓ ଓ ଚଳଚ୍ଚିତ୍ର ନିର୍ମାଣ ମାମଲାରେ ଗତ ୨୩ ତାରିଖରେ ବିଶିଷ୍ଟ ବ୍ୟବସାୟୀ ରାଜ୍‌ କୁନ୍ଦ୍ରାଙ୍କ ରିମାଣ୍ଡ ଅବଧି ବୃଦ୍ଧି କରିଥିଲେ ବମ୍ବେ ହାଇକୋର୍ଟ। ଏହାକୁ ବଢାଯାଇ ଜୁଲାଇ ୨୭ ଯାଏ କରାଯାଇଥିଲା। ଆଜି ରାଜ୍‌ଙ୍କ ରିମାଣ୍ଡ ଶେଷ ହେବାକୁ ଯାଉଛି। ଆଜି ରାଜ୍‌…

ରାଜ୍‌ କୁନ୍ଦ୍ରାଙ୍କ ବ୍ୟାଙ୍କ ଆକାଉଣ୍ଟ ସିଜ୍‌ କଲା କ୍ରାଇମବ୍ରାଞ୍ଚ

କାନପୁର: ଅଶ୍ଳୀଳ ରାକେଟ୍‌ ମାମଲାରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ ରବିବାର ଦିନ କାନପୁରରେ ବ୍ୟବସାୟୀ ତଥା ଅଭିନେତା ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ଦୁଇଟି ଷ୍ଟେଟ ବ୍ୟାଙ୍କ ଆକାଉଣ୍ଟ ଜବତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଅଧିକାରୀ କହିଛନ୍ତି।…

ସ୍ୱାମୀଙ୍କ ପାଇଁ ଟେନସନରେ ଶିଳ୍ପା ସେଟ୍ଟୀ, ପୁଣି ଘାଣ୍ଟିବ କ୍ରାଇମବ୍ରାଞ୍ଚ !

ମୁମ୍ୱାଇ: ସ୍ୱାମୀ ରାଜ କୁନ୍ଦ୍ରାଙ୍କ ପାଇଁ ଟେନସନରେ ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ । ହେବେନି ବା କେମିତି ? ସ୍ୱାମୀ ସାଂଘାତିକ ଅଭିଯୋଗରେ ବନ୍ଧା ହୋଇଛନ୍ତି । ଜେଲରେ ଅଛନ୍ତି । ଏପଟେ ତାଙ୍କୁ ପୁଣି ଥରେ ଜେରା କରିପାରେ ମୁମ୍ୱାଇ କ୍ରାଇମବ୍ରାଞ୍ଚ । କିଛି ଦିନ ତଳେ ଘଣ୍ଟାଘଣ୍ଟା…